ଭୁବନେଶ୍ୱର ବିମାନବନ୍ଦରରୁ ୪ କୋଟିର ମାରିଜୁଆନା ଜବତ

ଭୁବନେଶ୍ୱର: ପୁଣି ଭୁବନେଶ୍ୱର ବିମାନବନ୍ଦରରୁ ଜବତ ହେଲା ଦାମୀ ନିଶା । ୧୧ କେଜି ମାରିଜୁଆନା ଜବତ କଲା DRI ଓ କଷ୍ଟମ ବିଭାଗ । ଜବତ ମାରିଜୁଆନାର ମୂଲ୍ୟ ପ୍ରାୟ ୪ କୋଟି ଟଙ୍କାହେବ ବୋଲି ଅନୁମାନ କରାଯାଉଛି ।  ତାମିଲନାଡ଼ୁର ଦୁଇ ଯାତ୍ରୀ ବ୍ୟାଙ୍କକରୁ ଭୁବନେଶ୍ବର ଆଣିଥିବା ସୂଚନା । ଦୁଇଜଣ ଯାତ୍ରୀ ଅଟକଙ୍କୁ ଅଟକ ରଖି ପଚରାଉଚରା। ଲଗେଜରେ ପ୍ୟାକେଟ କରି ଆଣୁଥିବା ବେଳେ ସ୍କ୍ୱାନିଂ ବେଳେ ଧରାପଡିଛି ଏହି ବିଦେଶୀ ନିଶା। 

About The Author: Madhusudan Das