By
The Sakala
ବଲାଙ୍ଗିର : କଳାହାଣ୍ଡି ସନସାଇନ ସ୍କୁଲ ଅଧ୍ୟାପିକା ମମିତା ମେହେର ନିଖୋଜ ମାମଲାରେ ଫେରାର ଥିବା ସ୍କୁଲ ପରିଚାଳନା କମିଟି ଅଧ୍ୟକ୍ଷ ତଥା ମାଲିକ ଗୋବିନ୍ଦ ସାହୁକୁ ଗିରଫ କରିଛି ପୁଲିସ। ପୁଲିସ୍ ବାରାକରୁ ଚମ୍ପଟ ମାରିଥିବା ସନସାଇନ୍ ପବ୍ଲିକ ସ୍କୁଲର ସଭାପତି ତଥା ସ୍କୁଲ ମାଲିକ ଗୋବିନ୍ଦ ସାହୁଙ୍କୁ ମୁଡ଼ିପଦରୁ ପୁଲିସ ଗିରଫ କରିଛି। ମୁଡ଼ିପଦରେ ଥିବା ଭଉଣୀ ଘରେ ଲୁଚିଥିଲା ଗୋବିନ୍ଦ। ପୁଲିସ ତାକୁ ଖୋଜୁଥିବା ଜାଣି ଆଖୁ କିଆରିରେ ଲୁଚିଥିଲା ଗୋବିନ୍ଦ। ଆଖୁ କିଆରିରେ […]
ବଲାଙ୍ଗିର : କଳାହାଣ୍ଡି ସନସାଇନ ସ୍କୁଲ ଅଧ୍ୟାପିକା ମମିତା ମେହେର ନିଖୋଜ ମାମଲାରେ ଫେରାର ଥିବା ସ୍କୁଲ ପରିଚାଳନା କମିଟି ଅଧ୍ୟକ୍ଷ ତଥା ମାଲିକ ଗୋବିନ୍ଦ ସାହୁକୁ ଗିରଫ କରିଛି ପୁଲିସ। ପୁଲିସ୍ ବାରାକରୁ ଚମ୍ପଟ ମାରିଥିବା ସନସାଇନ୍ ପବ୍ଲିକ ସ୍କୁଲର ସଭାପତି ତଥା ସ୍କୁଲ ମାଲିକ ଗୋବିନ୍ଦ ସାହୁଙ୍କୁ ମୁଡ଼ିପଦରୁ ପୁଲିସ ଗିରଫ କରିଛି। ମୁଡ଼ିପଦରେ ଥିବା ଭଉଣୀ ଘରେ ଲୁଚିଥିଲା ଗୋବିନ୍ଦ। ପୁଲିସ ତାକୁ ଖୋଜୁଥିବା ଜାଣି ଆଖୁ କିଆରିରେ ଲୁଚିଥିଲା ଗୋବିନ୍ଦ। ଆଖୁ କିଆରିରେ ଲୁଚିଥିବା ବେଳେ ଗୋବିନ୍ଦଙ୍କୁ ଧରିଛି ପୁଲିସ।
About The Author: The Sakala