ଭୁବନେଶ୍ବର: ଜିଲ୍ଲା ମୁଖ୍ୟାଳୟରୁ ପୁରୀ ଯାଏ ଗଡ଼ିବ ବିଳାସମୟ ବସ୍ । ଲକ୍ଷ୍ମୀ ୩ୟ ଟାଇଆରରେ ଗଡ଼ିବ ଜଗନ୍ନାଥ ଏକ୍ସପ୍ରେସ । ଏସି ଡିଲକ୍ସ ବସରେ ଜିଲ୍ଲା ମୁଖ୍ୟାଳୟରୁ ପୁରୀ ଆସି ଜଗନ୍ନାଥ ଦର୍ଶନ କରି ଫେରିବେ ଲୋକେ। ପ୍ରଥମ ପର୍ଯ୍ୟାୟରେ ୧୫ ଜିଲ୍ଲାରେ ଆରମ୍ଭ ହେବ। ୧୮ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଉଦଘାଟନ କରିବେ। ସବୁ ବସ୍ ଭୁବନେଶ୍ୱର ଦେଇ ଯିବ ଶ୍ରୀକ୍ଷେତ୍ର । ଜିଲ୍ଲା ମୁଖ୍ୟାଳୟରୁ ଆସି ଜଗନ୍ନାଥ ଦର୍ଶନର ସୁଯୋଗ ପାଇବେ ଶ୍ରାଦ୍ଧାଳୁ । ଲକ୍ଷ୍ମୀ ଯୋଜନାର ପ୍ରଥମ ଟାଇଆର ଗାଁରୁ ବ୍ଲକ ଅଛି । ଦ୍ଵିତୀୟ ଟାଇଆର ବ୍ଲକରୁ ଜିଲ୍ଲା ମୁଖ୍ୟାଳୟ। ତୃତୀୟ ଟାଇଆରରେ ଜଗନ୍ନାଥ ଏକ୍ସପ୍ରେସ ଜିଲ୍ଲା ମୁଖ୍ୟଳୟରୁ ପୁରୀ ଯିବେ ।
ଜିଲ୍ଲା ମୁଖ୍ୟାଳୟରୁ ପୁରୀ ଯାଏ ଗଡ଼ିବ ଜଗନ୍ନାଥ ଏକ୍ସପ୍ରେସ, ୧୮ରେ ମୁଖ୍ୟମନ୍ତ୍ରୀ କରିବେ ଉଦଘାଟନ
ଭୁବନେଶ୍ବର: ଜିଲ୍ଲା ମୁଖ୍ୟାଳୟରୁ ପୁରୀ ଯାଏ ଗଡ଼ିବ ବିଳାସମୟ ବସ୍ । ଲକ୍ଷ୍ମୀ ୩ୟ ଟାଇଆରରେ ଗଡ଼ିବ ଜଗନ୍ନାଥ ଏକ୍ସପ୍ରେସ । ଏସି ଡିଲକ୍ସ ବସରେ ଜିଲ୍ଲା ମୁଖ୍ୟାଳୟରୁ ପୁରୀ ଆସି ଜଗନ୍ନାଥ ଦର୍ଶନ କରି ଫେରିବେ ଲୋକେ। ପ୍ରଥମ ପର୍ଯ୍ୟାୟରେ ୧୫ ଜିଲ୍ଲାରେ ଆରମ୍ଭ ହେବ। ୧୮ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଉଦଘାଟନ କରିବେ। ସବୁ ବସ୍ ଭୁବନେଶ୍ୱର ଦେଇ ଯିବ ଶ୍ରୀକ୍ଷେତ୍ର । ଜିଲ୍ଲା ମୁଖ୍ୟାଳୟରୁ ଆସି ଜଗନ୍ନାଥ ଦର୍ଶନର ସୁଯୋଗ […]