କୋରାପୁଟ: ବୋଲବମ୍ ଯାଉଥିବା ଟ୍ରକ ଓ ବାଇକ୍ ମୁହାଁମୁହିଁ ଧକ୍କା। ଟ୍ରକ୍ ସହ ଧକ୍କା ପରେ ଜଳିଗଲା ବାଇକ୍। ଫଳରେ ବାଇକରେ ଥିବା ବାପା-ପୁଅ ଜଳି ଯାଇଛନ୍ତି। ଘଟଣା ଘଟିଛି କୋରାପୁଟ ସଦର ଥାନା ଅନ୍ତର୍ଗତ ପୋଡ଼ାଗଡ ବାଳିକା ଆଶ୍ରମ ବିଦ୍ୟାଳୟ ନିକଟ ଏନ୍ଏଚ୍ ୨୬ରେ। ଉଭୟ ବାପା-ପୁଅଙ୍କ ପରିଚୟ ଅସ୍ପଷ୍ଟ ରହିଛି। ଘଟଣାସ୍ଥଳରୁ ଧକ୍କା ଦେଇଥିବା ବୋଲବମ ଗାଡ଼ି ଫେରାର ହୋଇଯଇଛି।
ଟ୍ରକ ଓ ବାଇକ୍ ମୁହାଁମୁହିଁ ଧକ୍କା; ଜଳିଗଲେ ବାପା-ପୁଅ….