ଆନନ୍ଦପୁର/କେନ୍ଦୁଝର: ଆନନ୍ଦପୁର ଥାନା ଚାରିନାଳିଆ ଆମ୍ବତୋଟା ଠାରେ ଗୋଟିଏ ଗଛରେ ଜଣେ ପୁରୁଷ ଓ ଜଣେ ମହିଳାଙ୍କ ମୃତଦେହ ଝୁଲୁଥିବା ଖବର ମିଳିଛି। ଦୃଗନ୍ଧ ହେବାରୁ ବୁଧବାର ସନ୍ଧ୍ୟାରେ ସେହିବାଟଦେଇ ଯାଉଥିବା କିଛି ଲୋକେ ସନ୍ଦେହକରି ପୁଲିସ କ ଖବର ଦେଇଥିଲେ। ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପ୍ରାଥମିକ ତଦନ୍ତରି ପ୍ରାୟ ୨ରୁ ୩ଦିନ ତଳୁ ଏମାନଙ୍କ ମୃତ୍ୟୁ ହୋଇଥିବ ସନ୍ଦେହ କରାଯାଉଛି। ହେଲେ ରାତି ହୋଇଯିବା କରାଣକୁ ବୁଧବାର ମୃତଦେହ ଗୁଡିକୁ ଉଦ୍ଧାର କରାଯାଇପାରି ନାହିଁ। ମୃତକ ମାନଙ୍କ ପରିଚୟ ମିଳିପାରି ନ ଥିବାବେଳେ ଆସନ୍ତାକାଲି ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଉଦ୍ଧାର କାର୍ଯ୍ଯ ହେବାକୁ ଥିବା ପୁଲିସ କହିଛି।
ତୋଟା ଭିତରେ ଗୋଟିଏ ଗଛରେ ଝୁଲୁଛି ପୁରୁଷ ଓ ମହିଳାଙ୍କ ମୃତଦେହ
ଆନନ୍ଦପୁର/କେନ୍ଦୁଝର: ଆନନ୍ଦପୁର ଥାନା ଚାରିନାଳିଆ ଆମ୍ବତୋଟା ଠାରେ ଗୋଟିଏ ଗଛରେ ଜଣେ ପୁରୁଷ ଓ ଜଣେ ମହିଳାଙ୍କ ମୃତଦେହ ଝୁଲୁଥିବା ଖବର ମିଳିଛି। ଦୃଗନ୍ଧ ହେବାରୁ ବୁଧବାର ସନ୍ଧ୍ୟାରେ ସେହିବାଟଦେଇ ଯାଉଥିବା କିଛି ଲୋକେ ସନ୍ଦେହକରି ପୁଲିସ କ ଖବର ଦେଇଥିଲେ। ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପ୍ରାଥମିକ ତଦନ୍ତରି ପ୍ରାୟ ୨ରୁ ୩ଦିନ ତଳୁ ଏମାନଙ୍କ ମୃତ୍ୟୁ ହୋଇଥିବ ସନ୍ଦେହ କରାଯାଉଛି। ହେଲେ ରାତି ହୋଇଯିବା କରାଣକୁ ବୁଧବାର ମୃତଦେହ ଗୁଡିକୁ […]