ପଟ୍ଟାମୁଣ୍ଡାଇ: ମାଟ୍ରିକ ପରୀକ୍ଷା ସାରି ଘରକୁ ଫେରୁଥିବା ବେଳେ ଛାତ୍ରୀଙ୍କୁ ରାସ୍ତାରୁ ଅପହରଣ ଉଦ୍ୟମ କରିବା ସହ ବ୍ଲେଡରେ ଦୁର୍ବୃତ୍ତମାନେ ଆକ୍ରମଣ କରିଥିବା ଜଣାପଡ଼ିଛି। ଉକ୍ତ ଛାତ୍ରୀଜଣଙ୍କ କାର ଭିତରୁ କାଚ ଭାଙ୍ଗି ଖସିଯାଇଛନ୍ତି। ଦୁର୍ବୃତ୍ତଙ୍କ କବଳରୁ ମୁକୁଳିବାବେଳେ ଛାତ୍ରୀଙ୍କୁ ବ୍ଲେଡରେ ଆକ୍ରଣ କରାଯାଇଥିଲା। ବ୍ଲେଡ୍ ମାଡ଼ରେ ଛାତ୍ରୀ ଜଣଙ୍କ ଗୁରୁତର ହୋଇଛନ୍ତି। ଉକ୍ତ ଛାତ୍ରୀ ଜଣଙ୍କୁ ଉଦ୍ଧାର କରଯାଇ ପଟ୍ଟାମୁଣ୍ଡାଇ ମେଡିକାଲରେ ଭର୍ତ୍ତି କରାଯାଇଛି। ଉକ୍ତ ଛାତ୍ରୀ ଜଣଙ୍କ ମନ୍ମଥନାଥ ଉଚ୍ଚ ବିଦ୍ୟାଳୟରୁ ପରୀକ୍ଷା ସାରି ଘରକୁ ଫେରୁଥିଲେ ଆକ୍ରମଣ ଶିକାର ହୋଇଥିଲେ।
ମାଟ୍ରିକ ପରୀକ୍ଷା ସାରି ଫେରୁଥିବାବେଳେ ଛାତ୍ରୀଙ୍କୁ ଅପହରଣ ଉଦ୍ୟମ ସହ ବ୍ଲେଡରେ ଆକ୍ରମଣ କଲା ଦୁର୍ବୃତ୍ତ
ପଟ୍ଟାମୁଣ୍ଡାଇ: ମାଟ୍ରିକ ପରୀକ୍ଷା ସାରି ଘରକୁ ଫେରୁଥିବା ବେଳେ ଛାତ୍ରୀଙ୍କୁ ରାସ୍ତାରୁ ଅପହରଣ ଉଦ୍ୟମ କରିବା ସହ ବ୍ଲେଡରେ ଦୁର୍ବୃତ୍ତମାନେ ଆକ୍ରମଣ କରିଥିବା ଜଣାପଡ଼ିଛି। ଉକ୍ତ ଛାତ୍ରୀଜଣଙ୍କ କାର ଭିତରୁ କାଚ ଭାଙ୍ଗି ଖସିଯାଇଛନ୍ତି। ଦୁର୍ବୃତ୍ତଙ୍କ କବଳରୁ ମୁକୁଳିବାବେଳେ ଛାତ୍ରୀଙ୍କୁ ବ୍ଲେଡରେ ଆକ୍ରଣ କରାଯାଇଥିଲା। ବ୍ଲେଡ୍ ମାଡ଼ରେ ଛାତ୍ରୀ ଜଣଙ୍କ ଗୁରୁତର ହୋଇଛନ୍ତି। ଉକ୍ତ ଛାତ୍ରୀ ଜଣଙ୍କୁ ଉଦ୍ଧାର କରଯାଇ ପଟ୍ଟାମୁଣ୍ଡାଇ ମେଡିକାଲରେ ଭର୍ତ୍ତି କରାଯାଇଛି। ଉକ୍ତ ଛାତ୍ରୀ ଜଣଙ୍କ ମନ୍ମଥନାଥ ଉଚ୍ଚ ବିଦ୍ୟାଳୟରୁ ପରୀକ୍ଷା ସାରି […]