ପାଟକୁରା: ପାଠପଢ଼ାବେଳେ ସ୍କୁଲରେ ପଡିଲା ବଜ୍ରପାତ । ବଜ୍ରାଘାତ ଯୋଗୁଁ ୨୦ ଛାତ୍ରଛାତ୍ରୀ ଗୁରୁତର ଆହତ ହୋଇଛନ୍ତି । ଗରଦପୁର ବ୍ଲକ କୁଦାନଗରୀ ସରକାରୀ ହାଇସ୍କୁଲରେ ପଡିଛି ବଜ୍ରପାତ । ଏହି ସ୍କୁଲରେ ଆଦର୍ଶ ବିଦ୍ୟାଳୟରେ ପାଠପଢା ଚାଲିଥିବାବେଳେ ଆଜି ଅପରାହ୍ଣରେ ଅକସ୍ମାତ ବଜ୍ରପାତ ହୋଇଥିଲା । ବଜ୍ରପାତରେ ଆହତ ପିଲାଙ୍କୁ ପାଟକୁରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ବଜ୍ରାଘାତ ଯୋଗୁଁ ସ୍କୁଲର ସମସ୍ତ ବିଦ୍ୟୁତ ସାମଗ୍ରୀ ଜଳି ଯାଇଥିବା ସୂଚନା ମିଳିଛି । ଜରୁରୀକାଳୀନ ଭିତ୍ତିରେ ଆହତ ଛାତ୍ରଛାତ୍ରୀଙ୍କ ଚିକିତ୍ସା ଜାରି ରହିଛି ।
ପାଠପଢ଼ାବେଳେ ସ୍କୁଲରେ ଘଡଘଡି ପଡି ୨୦ ଛାତ୍ରଛାତ୍ରୀ ଆହତ
ପାଟକୁରା: ପାଠପଢ଼ାବେଳେ ସ୍କୁଲରେ ପଡିଲା ବଜ୍ରପାତ । ବଜ୍ରାଘାତ ଯୋଗୁଁ ୨୦ ଛାତ୍ରଛାତ୍ରୀ ଗୁରୁତର ଆହତ ହୋଇଛନ୍ତି । ଗରଦପୁର ବ୍ଲକ କୁଦାନଗରୀ ସରକାରୀ ହାଇସ୍କୁଲରେ ପଡିଛି ବଜ୍ରପାତ । ଏହି ସ୍କୁଲରେ ଆଦର୍ଶ ବିଦ୍ୟାଳୟରେ ପାଠପଢା ଚାଲିଥିବାବେଳେ ଆଜି ଅପରାହ୍ଣରେ ଅକସ୍ମାତ ବଜ୍ରପାତ ହୋଇଥିଲା । ବଜ୍ରପାତରେ ଆହତ ପିଲାଙ୍କୁ ପାଟକୁରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ବଜ୍ରାଘାତ ଯୋଗୁଁ ସ୍କୁଲର ସମସ୍ତ ବିଦ୍ୟୁତ ସାମଗ୍ରୀ ଜଳି ଯାଇଥିବା ସୂଚନା ମିଳିଛି । ଜରୁରୀକାଳୀନ […]