ପାରାଦ୍ଵୀପ ଆଇଓସିଏଲରେ ଅଘଟଣ : ପିଲାର ତଳେ ଚାପି ହୋଇ ଚାଲିଗଲା ଶ୍ରମିକଙ୍କ ଜୀବନ

ପାରାଦ୍ଵୀପ : ପାରାଦୀପ ତୈଳ ବିଶୋଧନାଗାର (ଆଇଓସିଏଲ)ରେ ଅଘଟଣ । ଢଳେଇ ଭାଙ୍ଗିବା ବେଳେ ପିଲାର ଧସି ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ଶ୍ରମିକ ଜଣଙ୍କ ଦୀର୍ଘ ସମୟ ଧରି ପିଲାର ତଳେ ଚାପିହୋଇ ରହିଥିଲେ, ଯାହା ଫଳରେ ତାଙ୍କର ଜୀବନ ଚାଲିଯାଇଛି। ମୃତ ଶ୍ରମିକ ଜଣଙ୍କ କୁଜଙ୍ଗ କାଳିଆପାଟ୍ଟ ଗ୍ରାମର ସତ୍ୟବ୍ରତ ମାଝୀ। ଆଇଓସିଏଲର କ୍ରିଷ୍ଣା ବିଲଡର୍ସ ଅଧିନରେ କାମ କରୁଥିଲେ ସତ୍ୟବ୍ରତ। ତେବେ ଆଇଓସିଏଲ ଏହି ଅଘଟଣ ସୂଚନା ପାଇବା ପରେ  ଅଭୟଚାନ୍ଦପୁର ଥାନା […]

ପାରାଦ୍ଵୀପ : ପାରାଦୀପ ତୈଳ ବିଶୋଧନାଗାର (ଆଇଓସିଏଲ)ରେ ଅଘଟଣ । ଢଳେଇ ଭାଙ୍ଗିବା ବେଳେ ପିଲାର ଧସି ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ଶ୍ରମିକ ଜଣଙ୍କ ଦୀର୍ଘ ସମୟ ଧରି ପିଲାର ତଳେ ଚାପିହୋଇ ରହିଥିଲେ, ଯାହା ଫଳରେ ତାଙ୍କର ଜୀବନ ଚାଲିଯାଇଛି।

ମୃତ ଶ୍ରମିକ ଜଣଙ୍କ କୁଜଙ୍ଗ କାଳିଆପାଟ୍ଟ ଗ୍ରାମର ସତ୍ୟବ୍ରତ ମାଝୀ। ଆଇଓସିଏଲର କ୍ରିଷ୍ଣା ବିଲଡର୍ସ ଅଧିନରେ କାମ କରୁଥିଲେ ସତ୍ୟବ୍ରତ। ତେବେ ଆଇଓସିଏଲ ଏହି ଅଘଟଣ ସୂଚନା ପାଇବା ପରେ  ଅଭୟଚାନ୍ଦପୁର ଥାନା ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି।

About The Author: The Sakala