ପୁରୀ ଶରଧାବାଲି ଦଳଚକଟା ଘଟଣା; ମୁଖ୍ୟମନ୍ତ୍ରୀଙ୍କୁ ତଦନ୍ତ ରିପୋର୍ଟ ଦେଲେ ଉନ୍ନୟନ କମିଶନର

ଭୁବନେଶ୍ବର: ପୁରୀ ଶରଧାବାଲି ଦଳଚକଟା ଘଟଣା । ମୁଖ୍ୟମନ୍ତ୍ରୀଙ୍କୁ ତଦନ୍ତ ରିପୋର୍ଟ ଦେଲେ ଉନ୍ନୟନ କମିଶନର । ପୁରୀ ଶରଧାବାଲି ଦଳାଚକଟା ଘଟଣାରେ ତଦନ୍ତ ପରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ରିପୋର୍ଟ ଦେଇଛନ୍ତି ଅନୁ ଗର୍ଗ । ଶରଧା ବାଲି ଅଘଟଣ ପରେ ତଦନ୍ତ କରି ମାସକ ମଧ୍ୟରେ ରିପୋର୍ଟ ଦେବାକୁ ନିର୍ଦ୍ଧେଶ ଦେଇଥିଲେ ମୁଖ୍ୟମନ୍ତ୍ରୀ । ଗତକାଲି ଏହାର ଡେଡଲାଇନ ଶେଷ ହୋଇଛି । ସୂଚନାମୁତାବକ, ରଥଯାତ୍ରାରେ ସମୟରେ ଦଳାଚକଟାରେ ୩ ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ଘଟିଥିଲା […]

ଭୁବନେଶ୍ବର: ପୁରୀ ଶରଧାବାଲି ଦଳଚକଟା ଘଟଣା । ମୁଖ୍ୟମନ୍ତ୍ରୀଙ୍କୁ ତଦନ୍ତ ରିପୋର୍ଟ ଦେଲେ ଉନ୍ନୟନ କମିଶନର । ପୁରୀ ଶରଧାବାଲି ଦଳାଚକଟା ଘଟଣାରେ ତଦନ୍ତ ପରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ରିପୋର୍ଟ ଦେଇଛନ୍ତି ଅନୁ ଗର୍ଗ । ଶରଧା ବାଲି ଅଘଟଣ ପରେ ତଦନ୍ତ କରି ମାସକ ମଧ୍ୟରେ ରିପୋର୍ଟ ଦେବାକୁ ନିର୍ଦ୍ଧେଶ ଦେଇଥିଲେ ମୁଖ୍ୟମନ୍ତ୍ରୀ । ଗତକାଲି ଏହାର ଡେଡଲାଇନ ଶେଷ ହୋଇଛି । ସୂଚନାମୁତାବକ, ରଥଯାତ୍ରାରେ ସମୟରେ ଦଳାଚକଟାରେ ୩ ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ଘଟିଥିଲା ।

About The Author: The Sakala