ରାଜଧାନୀରେ ପୁଣି ହିଟ୍ ଆଣ୍ଡ ରନ୍ ମାମଲା, ୪ ଜଣଙ୍କୁ ଧକ୍କା ଦେଲା କଣ୍ଟେନର

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ହିଟ୍ ଆଣ୍ଡ ରନ୍। ୪ ଜଣଙ୍କୁ ଧକ୍କା ଦେଲା କଣ୍ଟେନର। ବାଣୀବିହାର ସତସଙ୍ଗ ବିହାର ନିକଟରେ ଏହି ଦୁର୍ଘଟଣା ଘଟିଛି । ୪ ଜଣ ଆହତ ହୋଇଥିବା ବେଳେ ଦୁଇ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ସେମାନଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ରାସ୍ତା ପାର୍ ହେଉଥିବା ବେଳେ ୪ ଜଣଙ୍କୁ ଧକ୍କା ଦେଇ ଫେରାର ହୋଇଯାଉଥିଲା କଣ୍ଟେନର। ପଳାଶୁଣୀ ଛକରୁ କଣ୍ଟେନରକୁ ସହିଦନଗର ଥାନା ପୁଲିସ ଜବତ କରିଛି। ଡ୍ରାଇଭରକୁ […]

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ହିଟ୍ ଆଣ୍ଡ ରନ୍। ୪ ଜଣଙ୍କୁ ଧକ୍କା ଦେଲା କଣ୍ଟେନର। ବାଣୀବିହାର ସତସଙ୍ଗ ବିହାର ନିକଟରେ ଏହି ଦୁର୍ଘଟଣା ଘଟିଛି । ୪ ଜଣ ଆହତ ହୋଇଥିବା ବେଳେ ଦୁଇ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ସେମାନଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ରାସ୍ତା ପାର୍ ହେଉଥିବା ବେଳେ ୪ ଜଣଙ୍କୁ ଧକ୍କା ଦେଇ ଫେରାର ହୋଇଯାଉଥିଲା କଣ୍ଟେନର। ପଳାଶୁଣୀ ଛକରୁ କଣ୍ଟେନରକୁ ସହିଦନଗର ଥାନା ପୁଲିସ ଜବତ କରିଛି। ଡ୍ରାଇଭରକୁ ଅଟକ ରଖି ପଚରାଉଚରା କରୁଛି ପୁଲିସ।

About The Author: The Sakala