ପୁଣି ଫେରିଲା ତାତି, ଦିନ ସାଢ଼େ ୧୧ଟା ସୁଦ୍ଧା ୩୬ ଡିଗ୍ରୀ ଉପରେ ୩ ସହରର ତାପମାତ୍ରା

ଭୁବନେଶ୍ବର: ରାଜ୍ୟରେ ପୁଣି ଫେରିଲା ତାତି।  ଗତ କିଛି ଦିନର ବ୍ୟବଧାନ ପରେ ପୁଣି ତାପମାତ୍ରା ବୃଦ୍ଧି ପାଇଛି। ଦିନ ସାଢ଼େ ୧୧ ସୁଦ୍ଧା ୩୬ ଡିଗ୍ରୀ ଉପରେ ୩ ସହରର ତାପମାତ୍ରା ରେକର୍ଡ କରାଯାଇଛି। ଆଜି ୧୧ ଟା ୩୦ ସୁଦ୍ଧା ରେକର୍ଡ ତାପମାତ୍ରା ଆନୁଯାୟୀ ଚାନ୍ଦବାଲି ସବୁଠୁ ଉତ୍ତପ୍ତ ସହ ପାଲଟିଛି। ଚାନ୍ଦବାଲିର ତାପମାତ୍ରା ୩୬. ୮ ଡିଗ୍ରୀ ସେଲସିୟସ ରେକର୍ଡ ହୋଇଛି। ସେହିପରି- ବାଲେଶ୍ୱର: 36.4°C ଭୁବନେଶ୍ୱର: 36.2°C ଗୋପାଳପୁର: 34.6°C କେନ୍ଦୁଝର: […]

ଭୁବନେଶ୍ବର: ରାଜ୍ୟରେ ପୁଣି ଫେରିଲା ତାତି।  ଗତ କିଛି ଦିନର ବ୍ୟବଧାନ ପରେ ପୁଣି ତାପମାତ୍ରା ବୃଦ୍ଧି ପାଇଛି। ଦିନ ସାଢ଼େ ୧୧ ସୁଦ୍ଧା ୩୬ ଡିଗ୍ରୀ ଉପରେ ୩ ସହରର ତାପମାତ୍ରା ରେକର୍ଡ କରାଯାଇଛି। ଆଜି ୧୧ ଟା ୩୦ ସୁଦ୍ଧା ରେକର୍ଡ ତାପମାତ୍ରା ଆନୁଯାୟୀ ଚାନ୍ଦବାଲି ସବୁଠୁ ଉତ୍ତପ୍ତ ସହ ପାଲଟିଛି। ଚାନ୍ଦବାଲିର ତାପମାତ୍ରା ୩୬. ୮ ଡିଗ୍ରୀ ସେଲସିୟସ ରେକର୍ଡ ହୋଇଛି। ସେହିପରି-

ବାଲେଶ୍ୱର: 36.4°C
ଭୁବନେଶ୍ୱର: 36.2°C
ଗୋପାଳପୁର: 34.6°C
କେନ୍ଦୁଝର: 34°C
ପୁରୀ: 33.8°C
ପାରାଦ୍ୱୀପ: 33.4°C
ଝାରସୁଗୁଡା: 33.4°C
ରାଉରକେଲା: 32.6°C
ସମ୍ବଲପୁର:32.4°C
ହୀରାକୁଦ:32.2°

About The Author: The Sakala