କପଡା ଗୋଦାମରେ ଜିଏସଟି ରେଡ୍, କୋଟି କୋଟି ଟଙ୍କାର ଜିଏସଟି ଫାଙ୍କିଥିବା ଅଭିଯୋଗ

ସମ୍ବଲପୁର: ସମ୍ବଲପୁର କାମଲିବଜ଼ରରେ ଥିବା ଏକ କପଡା ହୋଲସେଲ ଗୋଦାମରେ ଜିଏସଟି ରେଡ୍ । ଦୀର୍ଘଦିନ ହେବ ଏହି କପଡା ହୋଲସେଲ ଦୋକାନି ଜିଏସଟି ଫାଙ୍କୁଥିବା ନେଇ ଅଭିଯୋଗ ହୋଇଥିଲା । ଆଜି ଦିନ ପ୍ରାୟ ୧୨ଟା ସମୟରେ କମଳିବଜ଼ାରରେ ଥିବା ମିତ୍ତଳ ଏଜେନସିରେ ହଠାତ ଏକ ୧୫ ଜଣିଆ ଟିମ ଚଢ଼ାଉ କରିଥିଲେ । ଏକାକାଳୀନ ଏହି ଏଜେନ୍ସିର ୫ଟି ସ୍ଥାନରେ ୧୫ ଟିମ ଚଢ଼ାଉ କରିଥିଲେ । ସୂଚନା ମୁତାବକ, କୋଟି କୋଟି ଟଙ୍କାର […]

ସମ୍ବଲପୁର: ସମ୍ବଲପୁର କାମଲିବଜ଼ରରେ ଥିବା ଏକ କପଡା ହୋଲସେଲ ଗୋଦାମରେ ଜିଏସଟି ରେଡ୍ । ଦୀର୍ଘଦିନ ହେବ ଏହି କପଡା ହୋଲସେଲ ଦୋକାନି ଜିଏସଟି ଫାଙ୍କୁଥିବା ନେଇ ଅଭିଯୋଗ ହୋଇଥିଲା । ଆଜି ଦିନ ପ୍ରାୟ ୧୨ଟା ସମୟରେ କମଳିବଜ଼ାରରେ ଥିବା ମିତ୍ତଳ ଏଜେନସିରେ ହଠାତ ଏକ ୧୫ ଜଣିଆ ଟିମ ଚଢ଼ାଉ କରିଥିଲେ । ଏକାକାଳୀନ ଏହି ଏଜେନ୍ସିର ୫ଟି ସ୍ଥାନରେ ୧୫ ଟିମ ଚଢ଼ାଉ କରିଥିଲେ ।

ସୂଚନା ମୁତାବକ, କୋଟି କୋଟି ଟଙ୍କାର ଜିଏସଟି ଫାଙ୍କିବାର ଅଭିଯୋଗ ଆସିବା ପରେ ସିଟି ଜିଏସଟି ବିଭାଗର ବହୁ ଅଧିକାରୀ ଏହି ରେଡରେ ସାମିଲ ଥିଲେ ।

About The Author: The Sakala