ଆସିକା: ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଆନ୍ତର୍ଗତ ଅଢେଇବର ଗାଁରେ ପାରିବାରିକ କଳହର କରୁଣ ପରିଣତି ଦେଖିବାକୁ ମିଳିଛି। ବଡ଼ଭାଇର ଖଣ୍ଡା ଚୋଟରେ ସାନଭାଇର ମୃତ୍ୟୁ ଘଟିଛି। ବିଚ୍ ରାସ୍ତାରେ ସାନଭାଇକୁ ଖଣ୍ଡାରେ ହାଣି ବଡଭାଇ ହତ୍ୟା କରିଛି। ମୃତକ ସାନଭାଇଙ୍କ ନାଁ କାଳୁ ନାହାକ ବୋଲି ଜଣାପଡ଼ିଛି। ଖବର ପାଇ ଘଟଣା ସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ସାନଭାଇକୁ ଖଣ୍ଡାରେ ହାଣି ହତ୍ୟା କଲା ବଡ଼ଭାଇ