ଗଜପତି: ଦୁଇ ଦିନିଆ ଗଜପତି ଜିଲ୍ଲା ଗସ୍ତରେ 5T ସଚିବ ଭିକେ ପାଣ୍ଡିଆନ୍ । ମୋହନାରେ ପହଞ୍ଚି ବିଜୁ ଏକ୍ସପ୍ରେସ ୱେର ଅନୁଧ୍ୟାନ ସହ ଜିଲ୍ଲାର ବିଭିନ୍ନ ଉନ୍ନୟନ କାର୍ଯ୍ୟର ଅନୁଧ୍ୟାନ କରିବେ 5T ସଚିବ । ପରେ ଜିରାଙ୍ଗ ବୌଦ୍ଧ ଧର୍ମପୀଠରେ ସବୁ କଲେଜ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିବେ । ସେଠାରେ ମୋହନା ନିର୍ବାଚନ ମଣ୍ଡଳୀର ବିଭିନ୍ନ ସଂଗଠନ, ଗୋଷ୍ଠୀ ଓ ନେତାଙ୍କ ସହ ଆଲୋଚନା କରିବା ସହ ସେମାନଙ୍କଠାରୁ ସ୍ମାରକପତ୍ର ଗ୍ରହଣ କରିବା କାର୍ଯ୍ୟକ୍ରମ ରହିଛି । ଚନ୍ଦ୍ରଗିରି ଆଇବିରେ ରାତ୍ରୀଯାପନ କରିବେ 5T ସଚିବ । ଦୁଇଦିନିଆ ଗସ୍ତରେ ଗଜପତି ଜିଲ୍ଲାରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟର ସମୀକ୍ଷା କରୁଛନ୍ତି 5T ସଚିବ । କାଲି ଛେଳିଗଡ଼ ଜଳସେଚନ ପ୍ରକଳ୍ପ ଅନୁଧ୍ୟାନ କରି୨ କାର୍ଯ୍ୟକ୍ରମ ରହିଛି ।
ଗଜପତି ଜିଲ୍ଲା ଗସ୍ତରେ 5T ସଚିବ ଭିକେ ପାଣ୍ଡିଆନ୍, ବିଜୁ ଏକ୍ସପ୍ରେସ ୱେ ସହ ଜିଲ୍ଲାର ବିଭିନ୍ନ ଉନ୍ନୟନ କାର୍ଯ୍ୟର କରିବେ ଅନୁଧ୍ୟାନ
ଗଜପତି: ଦୁଇ ଦିନିଆ ଗଜପତି ଜିଲ୍ଲା ଗସ୍ତରେ 5T ସଚିବ ଭିକେ ପାଣ୍ଡିଆନ୍ । ମୋହନାରେ ପହଞ୍ଚି ବିଜୁ ଏକ୍ସପ୍ରେସ ୱେର ଅନୁଧ୍ୟାନ ସହ ଜିଲ୍ଲାର ବିଭିନ୍ନ ଉନ୍ନୟନ କାର୍ଯ୍ୟର ଅନୁଧ୍ୟାନ କରିବେ 5T ସଚିବ । ପରେ ଜିରାଙ୍ଗ ବୌଦ୍ଧ ଧର୍ମପୀଠରେ ସବୁ କଲେଜ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିବେ । ସେଠାରେ ମୋହନା ନିର୍ବାଚନ ମଣ୍ଡଳୀର ବିଭିନ୍ନ ସଂଗଠନ, ଗୋଷ୍ଠୀ ଓ ନେତାଙ୍କ ସହ ଆଲୋଚନା କରିବା ସହ ସେମାନଙ୍କଠାରୁ ସ୍ମାରକପତ୍ର ଗ୍ରହଣ କରିବା […]