ଶିଶୁକନ୍ୟାର ବେକ କାଟିଦେଲା ନୃଶଂସ ବାପା

ବାଲିପାଟଣା: ଭୁବନେଶ୍ବର ଉପକଣ୍ଠ ବାଳକାଟି ସାତକାଣିଆ ସ୍ଥିତ ଶକ୍ତି ଇଟା ଭାଟି ନିକଟରେ ଅଭାବନୀୟ ଘଟଣା ଘଟିଛି। ଝିଅର ବେକ କାଟିଲା ନୃଶଂସ ବାପା । ଘରୋଇ କଳିକୁ ନେଇ ୩ ବର୍ଷୀୟା ଶିଶୁକନ୍ୟାର ବେକ ବ୍ଲେଡରେ କାଟିଛି ବାପା । ଉକ୍ତ ଶିଶୁକନ୍ୟାକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଅନ୍ୟପଟେ ଖବର ପାଇ ବାଳକାଟି ଫାଣ୍ଡି ପୁଲିସ ପହଞ୍ଚି ବାପା ଗଣେଶ୍ଵର ସିଂ କୁ ଅଟକ ରଖି ତଦନ୍ତ ଆରମ୍ଭ […]

ବାଲିପାଟଣା: ଭୁବନେଶ୍ବର ଉପକଣ୍ଠ ବାଳକାଟି ସାତକାଣିଆ ସ୍ଥିତ ଶକ୍ତି ଇଟା ଭାଟି ନିକଟରେ ଅଭାବନୀୟ ଘଟଣା ଘଟିଛି। ଝିଅର ବେକ କାଟିଲା ନୃଶଂସ ବାପା । ଘରୋଇ କଳିକୁ ନେଇ ୩ ବର୍ଷୀୟା ଶିଶୁକନ୍ୟାର ବେକ ବ୍ଲେଡରେ କାଟିଛି ବାପା । ଉକ୍ତ ଶିଶୁକନ୍ୟାକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଅନ୍ୟପଟେ ଖବର ପାଇ ବାଳକାଟି ଫାଣ୍ଡି ପୁଲିସ ପହଞ୍ଚି ବାପା ଗଣେଶ୍ଵର ସିଂ କୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି ।

About The Author: The Sakala