ଢେଙ୍କାନାଳ: ଫାର୍ମ ହାଉସ ମାଲିକଙ୍କୁ ଗୁଳିକରି ହତ୍ୟା ।ଫାର୍ମ୍ ହାଉସ୍ ଭିତରେ ପଶି ମାଲିକଙ୍କୁ ଗୁଳିମାଡ଼ କଲେ ୩ ଦୁର୍ବୁତ୍ତ । ଗୁଳିମାଡ଼ରେ ଫାର୍ମ ହାଉସ ମାଲିକ ମୃତ । ଢେଙ୍କାନାଳ ସଦର ଥାନା ଫାସିଗାଁ ଗ୍ରାମ ନିକଟ ଫାର୍ମ ହାଉସ ଘଟିଛି ଏପରି ହତ୍ୟାକାଣ୍ଡ । ସୂଚନା ମୁତାବକ କଳାଙ୍ଗ ଚାକୁଣ୍ଡାନାଳୀ ଗ୍ରାମର ଯୁବକ ଗୋବିନ୍ଦଚନ୍ଦ୍ର ନାଏକ ଫାସିଙ୍ଗା ଶିବମନ୍ଦିର ନିକଟ ନିଜ ଫାର୍ମ ହାଉସରେ ଗତ ରାତିରେ ଶୋଇଥିବା ବେଳେ ଫାର୍ମ ହାଉସକୁ କିଛି ଦୃର୍ବୁତ୍ତ ଆସି ଟର୍ଚ୍ଚ ମାରିଥିଲେ । ଏହା ଦେଖି ଗୋବିନ୍ଦ ପାଟି କରିବାରୁ ଦୃର୍ବୁତ୍ତ ମାନେ ଗୁଳି କରିଥିଲେ । ଯାହାଦ୍ୱାରା ଗୋବିନ୍ଦ ଗୁରୁତର ଭାବେ ଉଦ୍ଧାର ହୋଇ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ହେଲେ ଗୁଳିକାଣ୍ଡର କାରଣ ଅସ୍ପଷ୍ଟ ରହିଛି।ଏନେଇ ସଦରଥାନା ପୋଲିସ ତଦନ୍ତ ଜାରି ରଖିଛି।।
ଫାର୍ମ ହାଉସ ମାଲିକଙ୍କୁ ଗୁଳିକରି ହତ୍ୟା କଲେ ୩ ଦୁର୍ବୃତ୍ତ, କାରଣ ଅସ୍ପଷ୍ଟ
ଢେଙ୍କାନାଳ: ଫାର୍ମ ହାଉସ ମାଲିକଙ୍କୁ ଗୁଳିକରି ହତ୍ୟା ।ଫାର୍ମ୍ ହାଉସ୍ ଭିତରେ ପଶି ମାଲିକଙ୍କୁ ଗୁଳିମାଡ଼ କଲେ ୩ ଦୁର୍ବୁତ୍ତ । ଗୁଳିମାଡ଼ରେ ଫାର୍ମ ହାଉସ ମାଲିକ ମୃତ । ଢେଙ୍କାନାଳ ସଦର ଥାନା ଫାସିଗାଁ ଗ୍ରାମ ନିକଟ ଫାର୍ମ ହାଉସ ଘଟିଛି ଏପରି ହତ୍ୟାକାଣ୍ଡ । ସୂଚନା ମୁତାବକ କଳାଙ୍ଗ ଚାକୁଣ୍ଡାନାଳୀ ଗ୍ରାମର ଯୁବକ ଗୋବିନ୍ଦଚନ୍ଦ୍ର ନାଏକ ଫାସିଙ୍ଗା ଶିବମନ୍ଦିର ନିକଟ ନିଜ ଫାର୍ମ ହାଉସରେ ଗତ ରାତିରେ ଶୋଇଥିବା ବେଳେ ଫାର୍ମ ହାଉସକୁ କିଛି […]