ସାଇବର ଠକେଇ ନେଇ ସଚେତନ କଲା ଓଡ଼ିଶା ପୁଲିସ, ସର୍ବସାଧାରଣ ସ୍ଥାନରେ ଚାର୍ଜ ନକରିବାକୁ ପରାମର୍ଶ

ଭୁବନେଶ୍ବର: ରାଜ୍ୟରେ ଦିନକୁ ଦିନ ସାଇବର ଠକେଇ ବୃଦ୍ଧି ପାଉଛି। ସାଇବର ଠକମାନେ ଦିନକୁ ଦିନ ଅଭିନବ ଉପାୟରେ ଲୁଟ କରୁଥିବା ନଜରକୁ ଆସୁଛି। ଏ ନେଇ ଓଡ଼ିଶା ପୁଲିସ ପକ୍ଷରୁ ସଚେତନ କରାଯାଇଛି। ସର୍ବସାଧାରଣ ସ୍ଥାନରେ ମୋବାଇଲ ଚାର୍ଜ ନକରିବାକୁ ପରାମର୍ଶ ଜାରି କରାଯାଇଛି। ଷ୍ଟେସନ କିମ୍ବା ୟୁଏସବି ପାୱାର ଷ୍ଟେସନରେ ମୋବାଇଲ ଚାର୍ଜ ନକରିବାକୁ ଟ୍ୱିଟ କରି ସତର୍କ କରାଇଛି ଓଡ଼ିଶା ପୁଲିସ। ସର୍ବସାଧାରଣ ସ୍ଥାନରେ ଚାର୍ଜ କଲେ ସାଇବର ଠକ ବ୍ୟକ୍ତିଗତ ତଥ୍ୟ […]

ଭୁବନେଶ୍ବର: ରାଜ୍ୟରେ ଦିନକୁ ଦିନ ସାଇବର ଠକେଇ ବୃଦ୍ଧି ପାଉଛି। ସାଇବର ଠକମାନେ ଦିନକୁ ଦିନ ଅଭିନବ ଉପାୟରେ ଲୁଟ କରୁଥିବା ନଜରକୁ ଆସୁଛି। ଏ ନେଇ ଓଡ଼ିଶା ପୁଲିସ ପକ୍ଷରୁ ସଚେତନ କରାଯାଇଛି। ସର୍ବସାଧାରଣ ସ୍ଥାନରେ ମୋବାଇଲ ଚାର୍ଜ ନକରିବାକୁ ପରାମର୍ଶ ଜାରି କରାଯାଇଛି। ଷ୍ଟେସନ କିମ୍ବା ୟୁଏସବି ପାୱାର ଷ୍ଟେସନରେ ମୋବାଇଲ ଚାର୍ଜ ନକରିବାକୁ ଟ୍ୱିଟ କରି ସତର୍କ କରାଇଛି ଓଡ଼ିଶା ପୁଲିସ। ସର୍ବସାଧାରଣ ସ୍ଥାନରେ ଚାର୍ଜ କଲେ ସାଇବର ଠକ ବ୍ୟକ୍ତିଗତ ତଥ୍ୟ ଚୋରାଇ ନେବାର ସମ୍ଭାବନା ଅଧିକ ରହିଛି।

About The Author: The Sakala