ଆଠଗଡ଼: ଦଶମ ଶ୍ରେଣୀ ଛାତ୍ରର ବେକ କାଟି ଦୁର୍ବୃତ୍ତ ଫେରାର୍। ଛାତ୍ର ଜଣକ ହେଲେ ଆଠଗଡ଼ ଥାନା ଅନ୍ତର୍ଗତ ଉଦେଇପୁର ଗାଁର ମହେନ୍ଦ୍ର ଦାସଙ୍କ ପୁଅ ସୂର୍ଯ୍ୟ ନାରାୟଣ ଦାସ। ଟିୟୁସନରୁ ଫେରିବା ବାଟରେ କଳା ପଲସର୍ ଗାଡ଼ିରେ ଦୁଇ ଜଣ ଦୁର୍ବୃତ୍ତ ଆସି ସୂର୍ଯ୍ୟ ନାରାୟଣକୁ ଛୁରା ମାଡ଼ କରିଥିଲେ। ସୂର୍ଯ୍ୟଙ୍କ ବେକରେ ଆଘତ ଲାଗିଥିଲା । ଗୁରୁତ ଅବସ୍ଥାରେ ଛାତ୍ର ସୂର୍ଯ୍ୟଙ୍କୁ ଉଦ୍ଧାର କରାଯାଇ ଆଠଗଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି। ଏ ନେଇ ପରିବାରୁ ପକ୍ଷରୁ ଥାନାର ଏତଲା ଦିଆଯାଇଛି।
ଦଶମ ଶ୍ରେଣୀ ଛାତ୍ରର ବେକ କାଟି ଦୁର୍ବୃତ୍ତ ଫେରାର୍
ଆଠଗଡ଼: ଦଶମ ଶ୍ରେଣୀ ଛାତ୍ରର ବେକ କାଟି ଦୁର୍ବୃତ୍ତ ଫେରାର୍। ଛାତ୍ର ଜଣକ ହେଲେ ଆଠଗଡ଼ ଥାନା ଅନ୍ତର୍ଗତ ଉଦେଇପୁର ଗାଁର ମହେନ୍ଦ୍ର ଦାସଙ୍କ ପୁଅ ସୂର୍ଯ୍ୟ ନାରାୟଣ ଦାସ। ଟିୟୁସନରୁ ଫେରିବା ବାଟରେ କଳା ପଲସର୍ ଗାଡ଼ିରେ ଦୁଇ ଜଣ ଦୁର୍ବୃତ୍ତ ଆସି ସୂର୍ଯ୍ୟ ନାରାୟଣକୁ ଛୁରା ମାଡ଼ କରିଥିଲେ। ସୂର୍ଯ୍ୟଙ୍କ ବେକରେ ଆଘତ ଲାଗିଥିଲା । ଗୁରୁତ ଅବସ୍ଥାରେ ଛାତ୍ର ସୂର୍ଯ୍ୟଙ୍କୁ ଉଦ୍ଧାର କରାଯାଇ ଆଠଗଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି। ଏ ନେଇ ପରିବାରୁ ପକ୍ଷରୁ […]