ଭୁବନେଶ୍ବର: ରାଜ୍ଯ ସରକାର କରୋନା ସହାୟତା ଯୋଗାଇ ଦେବା ପାଇଁ ଆଉ ଏକ ପଦକ୍ଷେପ ନେଇଛନ୍ତି। ହାତପାହାନ୍ତାରେ ଯେମିତି ସାଧାରଣଲୋକେ ସବୁ ପ୍ରକାରର କୋଭିଡ ତଥ୍ଯ ପାଇପାରିବେ ସେ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ହ୍ବାଟସ୍ଆପ୍ ନମ୍ବର ଜାରି କରାଯାଇଛି। ଜାରି ହୋଇଥିବା ହ୍ବାଟସ୍ଆପ୍ ନମ୍ବର: ୯୩୩୭୯୨୯୦୦୦ । ରାଜ୍ୟ ସରକାରଙ୍କ ପକ୍ଷରୁ ହ୍ବାଟସ୍ଆପ୍ ଜରିଆରେ ପ୍ରଦାନ କରାଯାଉଥିବା କୋଭିଡ୍ ସହାୟତା କାର୍ଯ୍ୟକ୍ରମରେ କେତେକ ନୂତନ ସେବା ଆରମ୍ଭ କରାଯାଇଛି। ଏଥିରେ ଟୀକାକରଣ ସ୍ଲଟ୍ ବୁକିଂ ଏବଂ […]
ଭୁବନେଶ୍ବର: ରାଜ୍ଯ ସରକାର କରୋନା ସହାୟତା ଯୋଗାଇ ଦେବା ପାଇଁ ଆଉ ଏକ ପଦକ୍ଷେପ ନେଇଛନ୍ତି। ହାତପାହାନ୍ତାରେ ଯେମିତି ସାଧାରଣଲୋକେ ସବୁ ପ୍ରକାରର କୋଭିଡ ତଥ୍ଯ ପାଇପାରିବେ ସେ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ହ୍ବାଟସ୍ଆପ୍ ନମ୍ବର ଜାରି କରାଯାଇଛି। ଜାରି ହୋଇଥିବା ହ୍ବାଟସ୍ଆପ୍ ନମ୍ବର: ୯୩୩୭୯୨୯୦୦୦ ।
ଏହି ହ୍ବାଟସ୍ଆପ୍ ନମ୍ବରରେ ଟିକାକରଣ ସ୍ଲଟ୍ ବୁକିଂ ଏବଂ କୋଭିଡ୍ ସମ୍ବନ୍ଧୀୟ ବିଭିନ୍ନ ସୂଚନା ପାଇପାରିବେ।