ଭୁବନେଶ୍ବର: ଗ୍ରୀଷ୍ମ ପ୍ରବାହ ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଜରୁରୀକାଳୀନ ପ୍ରସ୍ତୁତି ବୈଠକ ଡାକିଛନ୍ତି। ରାଜ୍ୟର ଗ୍ରୀଷ୍ମ ପ୍ରବାହକୁ ନେଇ ଆଜି ସନ୍ଧ୍ୟାରେ ସମୀକ୍ଷା କରିବେ। କେମିତି ହିଟୱେଭକୁ ମୁକାବିଲା କରାଯାଇ ପାରିବ ସେଥିପାଇଁ ରଣନୀତି ଚୂଡାନ୍ତ ହେବ। ଉପସ୍ଥିତ ରହିବେ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀଙ୍କ ସହ ପାଣିପାଗ ବିଜ୍ଞାନୀ ଓ ବରିଷ୍ଠ ଅଧିକାରୀ । ସନ୍ଧ୍ୟା ୫ ଟାରେ ଲୋକସେବା ଭବନରେ ବସିବ ଏହି ବୈଠକ। ପୂର୍ବରୁ ପ୍ରସ୍ତୁତିର ସମୀକ୍ଷା କରିଥିଲେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ।
ହିଟୱେଭ ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ଡାକିଲେ ଜରୁରୀକାଳୀନ ବୈଠକ
ଭୁବନେଶ୍ବର: ଗ୍ରୀଷ୍ମ ପ୍ରବାହ ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଜରୁରୀକାଳୀନ ପ୍ରସ୍ତୁତି ବୈଠକ ଡାକିଛନ୍ତି। ରାଜ୍ୟର ଗ୍ରୀଷ୍ମ ପ୍ରବାହକୁ ନେଇ ଆଜି ସନ୍ଧ୍ୟାରେ ସମୀକ୍ଷା କରିବେ। କେମିତି ହିଟୱେଭକୁ ମୁକାବିଲା କରାଯାଇ ପାରିବ ସେଥିପାଇଁ ରଣନୀତି ଚୂଡାନ୍ତ ହେବ। ଉପସ୍ଥିତ ରହିବେ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀଙ୍କ ସହ ପାଣିପାଗ ବିଜ୍ଞାନୀ ଓ ବରିଷ୍ଠ ଅଧିକାରୀ । ସନ୍ଧ୍ୟା ୫ ଟାରେ ଲୋକସେବା ଭବନରେ ବସିବ ଏହି ବୈଠକ। ପୂର୍ବରୁ ପ୍ରସ୍ତୁତିର ସମୀକ୍ଷା କରିଥିଲେ ରାଜସ୍ବ […]