ଭୁବନେଶ୍ବର: ବିଏମସିର କଡ଼ା କାର୍ଯ୍ୟାନୁଷ୍ଠା । ଟୁ-ଲେଟ୍ ବିଜ୍ଞାପନ ପାଇଁ ୫୦ ହଜାର ଟଙ୍କା ଲେଖାଏଁ ଜରିମାନା ଆଦାୟ କରିଛି ବିଏମସି। ରାଜଧାନୀର କାନ୍ଥବାଡ଼ରେ ବିଜ୍ଞାପନ ଲଗାଇଥିବା ସଂସ୍ଥା ଠାରୁ ଜରିମାନା ଆଦାୟ ହୋଇଛି। ଏହି ବିଜ୍ଞାପନ ଗୁଡ଼ିକ କାନ୍ଥ ଓ ବିଦ୍ୟୁତ ଖୁଣ୍ଟରେ ଲଗାଯାଇଥିଲା। ଏଥିପାଇଁ ୫୦ ହଜାର ଲେଖାଏଁ ୩ଟି ସଂସ୍ଥାରୁ ଜରିମାନା ଆଦାୟ ହୋଇଛି। ଏହା ସହିତ ବିଜ୍ଞାପନ ଲଗାଇଥିବା ସଂସ୍ଥା ନାଁରେ ଏତଲା ମଧ୍ୟ ଦେଇଛି ବିଏମସି ।
ମହଙ୍ଗା ପଡ଼ିଲା କାନ୍ଥବାଡ଼ରେ ବିଜ୍ଞାପନ ଲଗାଇବା, ୫୦ ହଜାର ଟଙ୍କା ଲେଖାଏଁ ଜରିମାନା ଆଦାୟ କଲା ବିଏମସି
ଭୁବନେଶ୍ବର: ବିଏମସିର କଡ଼ା କାର୍ଯ୍ୟାନୁଷ୍ଠା । ଟୁ-ଲେଟ୍ ବିଜ୍ଞାପନ ପାଇଁ ୫୦ ହଜାର ଟଙ୍କା ଲେଖାଏଁ ଜରିମାନା ଆଦାୟ କରିଛି ବିଏମସି। ରାଜଧାନୀର କାନ୍ଥବାଡ଼ରେ ବିଜ୍ଞାପନ ଲଗାଇଥିବା ସଂସ୍ଥା ଠାରୁ ଜରିମାନା ଆଦାୟ ହୋଇଛି। ଏହି ବିଜ୍ଞାପନ ଗୁଡ଼ିକ କାନ୍ଥ ଓ ବିଦ୍ୟୁତ ଖୁଣ୍ଟରେ ଲଗାଯାଇଥିଲା। ଏଥିପାଇଁ ୫୦ ହଜାର ଲେଖାଏଁ ୩ଟି ସଂସ୍ଥାରୁ ଜରିମାନା ଆଦାୟ ହୋଇଛି। ଏହା ସହିତ ବିଜ୍ଞାପନ ଲଗାଇଥିବା ସଂସ୍ଥା ନାଁରେ ଏତଲା ମଧ୍ୟ ଦେଇଛି ବିଏମସି । Team BMC […]