By
The Sakala
ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହାତକୁ ନେଇ ବିଜେପି କରୁଛି ଅପପ୍ରଚାରର। ଯାହାକୁ ନେଇ ଭିଡିଓ ବାର୍ତ୍ତାରେ ନବୀନ ହାତ ବାଡେଇ ଦମ୍ଭ ଦେଖାଇବା ସହ ବିଜେପିକୁ କାଉଣ୍ଟର କରିଛନ୍ତି। ହାତ ବାଡେଇ ଦମ୍ଭ ଦେଖାଇଲେ ନବୀନଭିଡିଓ ବାର୍ତ୍ତା ଜରିଆରେ ପ୍ରତିକ୍ରିୟା ଦେଲେ ମୁଖ୍ୟମନ୍ତ୍ରୀ ନବୀନ‘ମୋ ହାତକୁ ନେଇ ଅନାବଶ୍ୟକ ଆଲୋଚନା ହେଉଛି’‘ମୁଁ ନିଶ୍ଚିତ, ଏହି ପ୍ରସଙ୍ଗ କାମ କରିବ ନାହିଁ’ pic.twitter.com/uD2UqZ5vSC — Sakala News (@SakalaNews) May 28, 2024 ମୁଖ୍ୟମନ୍ତ୍ରୀ ଭିଡିଓରେ ନିଜ […]
ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହାତକୁ ନେଇ ବିଜେପି କରୁଛି ଅପପ୍ରଚାରର। ଯାହାକୁ ନେଇ ଭିଡିଓ ବାର୍ତ୍ତାରେ ନବୀନ ହାତ ବାଡେଇ ଦମ୍ଭ ଦେଖାଇବା ସହ ବିଜେପିକୁ କାଉଣ୍ଟର କରିଛନ୍ତି।
ମୁଖ୍ୟମନ୍ତ୍ରୀ ଭିଡିଓରେ ନିଜ ହାତକୁ ବାଡେଇ କହିଛନ୍ତି ‘ମୋ ହାତକୁ ନେଇ ଅନାବଶ୍ୟକ ଆଲୋଚନା ହେଉଛି, ବିଜେପି ଏହାକୁ ନେଇ ଅପପ୍ରଚାର କରୁଛି। ମୁଁ ନିଶ୍ଚିତ, ଏହି ପ୍ରସଙ୍ଗ କାମ କରିବ ନାହିଁ’।
About The Author: The Sakala