ଭୁବନେଶ୍ବର: ବିଜେଡ଼ି ସଂଖ୍ୟାଲଘୁ ସେଲ୍ର ନେତୃତ୍ବ ୫ ନେତାଙ୍କୁ ପ୍ରଦାନ କରାଯାଇଛି। ସେମାନଙ୍କ ମଧ୍ୟରେ ଆବାହକ ଭାବେ ଦିଲ୍ଲୀପ ତିର୍କୀଙ୍କୁ ନିଯୁକ୍ତ କରାଯାଇଛି। ସେହିପରି ସହ-ଆବାହକ ଭାବେ ରିଜୱାନା ବେଗମ୍, ଦକ୍ଷିଣ ଜୋନ୍ ସହ-ଆବାହକ ଭାବେ ମୁଜିବୁଲ୍ଲା ଖାନ୍, ପଶ୍ଚିମ ଜୋନ୍ ସହ-ଆବାହକ ଭାବେ ଆୟୁବ ଖାନ୍ ଏବଂ କେନ୍ଦ୍ରୀୟ ଜୋନ୍ ସହ-ଆବାହକ ଭାବେ ଶେଖ୍ ନିଜାମୁଦ୍ଦିନ୍ଙ୍କୁ ନିଯୁକ୍ତ କରାଯାଇଛି।
ବିଜେଡ଼ି ସଂଖ୍ୟାଲଘୁ ସେଲ୍ କମିଟି ଗଠନ, ୫ ନେତାଙ୍କୁ ଦାୟିତ୍ବ ପ୍ରଦାନ…