ଭଦ୍ରକରେ ଅଭାବନୀୟ ଘଟଣା: ବୁଥ ସାମ୍ନାରେ ଯୁବକଙ୍କୁ ଛୁରାମାଡ଼

ଭଦ୍ରକ: ଭୋଟବେଳେ ଯୁବକଙ୍କୁ ଛୁରାମାଡ଼ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ଧାମନଗର ଏନଏସି ୯ ନମ୍ବର ୱାର୍ଡର ୧୬ ନମ୍ବର ବୁଥ୍ ସାମ୍ନାରେ। ଭୋଟ୍ ଦେବାକୁ ନେଇ ବଚସା ପରେ ଯୁବକଙ୍କୁ ଉକ୍ତ ବୁଥ ସାମ୍ନାରେ ଛୁରା ମାଡ଼ ହୋଇଥିବା ସୂଚନା। ଗୁରୁତର ଯୁବକଙ୍କୁ ଉଦ୍ଧାର କରାଯାଇ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଛୁରା ମାଡ଼ ପ୍ରତିବାଦରେ ସ୍ଥାନୀୟଲୋକେ ରାସ୍ତା ଅବରୋଧ କରିଛନ୍ତି।

About The Author: The Sakala