ଯାତ୍ରୀବାହୀ ବସ୍ ସହ ଟ୍ରକ ମୁହାଁମୁହିଁ ଧକ୍କା: ୨ମୃତ ଓ ୨୦ରୁ ଉର୍ଦ୍ଧ୍ବ ଗୁରୁତର

ଭଦ୍ରକ: ପଶ୍ଚିମବଙ୍ଗର ମୁଶୀଦାବାଦ ଜିଲ୍ଲା ସ୍ଥିତ ସାମସେର ଗଞ୍ଜ ଅଞ୍ଚଳର ଏକ ଯାତ୍ରୀବାହୀ ବସ ବାସୁଦେବପୁର ୩୪ ନମ୍ବର ଜାତୀୟ ସଡ଼କ ନିକଟରେ ଅପର ପାର୍ଶ୍ୱରୁ ଆସୁଥିବା ଟ୍ରକ ସହ ମୁହାଁମୁହିଁ ଧକ୍କା ହୋଇଛି । ଫଳରେ ଯାତ୍ରୀବାହୀ ବସରେ ଥିବା ୨ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ୨୦ରୁ ଉର୍ଦ୍ଧ୍ବ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି।  ଆହତକୁ ନିକଟରେ ଥିବା ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଖବର ପାଇ ଘଟଣା ସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ […]

ଭଦ୍ରକ: ପଶ୍ଚିମବଙ୍ଗର ମୁଶୀଦାବାଦ ଜିଲ୍ଲା ସ୍ଥିତ ସାମସେର ଗଞ୍ଜ ଅଞ୍ଚଳର ଏକ ଯାତ୍ରୀବାହୀ ବସ ବାସୁଦେବପୁର ୩୪ ନମ୍ବର ଜାତୀୟ ସଡ଼କ ନିକଟରେ ଅପର ପାର୍ଶ୍ୱରୁ ଆସୁଥିବା ଟ୍ରକ ସହ ମୁହାଁମୁହିଁ ଧକ୍କା ହୋଇଛି । ଫଳରେ ଯାତ୍ରୀବାହୀ ବସରେ ଥିବା ୨ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ୨୦ରୁ ଉର୍ଦ୍ଧ୍ବ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି।  ଆହତକୁ ନିକଟରେ ଥିବା ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଖବର ପାଇ ଘଟଣା ସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

About The Author: The Sakala