ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ କୋଭିଡ ଆକ୍ରାନ୍ତ

ଭଦ୍ରକ :ଓଡିଶା ବିଧାନସଭା ବିରୋଧୀ ଦଳ ଉପନେତା ତଥା ଭଦ୍ରକ ଜିଲ୍ଲା ଧାମନଗର ନିର୍ବାଚନ ମଣ୍ଡଳୀ ବିଧାୟକ ବିଷ୍ଣୁ ସେଠୀ କୋଭିଡ ଆକ୍ରାନ୍ତ ହୋଇ ଭୁବନେଶ୍ୱର ଏମ୍ସରେ ଭର୍ତ୍ତି ହୋଇଛନ୍ତି। ପରିବାର ସୂତ୍ରରୁ ହସ୍ତଗତ ସୂଚନାନୁଯାୟୀ, ପ୍ରଥମେ ଶ୍ରୀ ସେଠୀ ଷ୍ଟୋନ ଜନୀତ ରୋଗର ଚିକିତ୍ସା ପାଇଁ ଭଦ୍ରକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ତେବେ ପରେ ପଜିଟିଭ ଚିନ୍ହଟ ହେବା ପରେ ତାଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଛି । ତାଙ୍କର ସୁଗର ଲେବୁଲ […]

ଭଦ୍ରକ :ଓଡିଶା ବିଧାନସଭା ବିରୋଧୀ ଦଳ ଉପନେତା ତଥା ଭଦ୍ରକ ଜିଲ୍ଲା ଧାମନଗର ନିର୍ବାଚନ ମଣ୍ଡଳୀ ବିଧାୟକ ବିଷ୍ଣୁ ସେଠୀ କୋଭିଡ ଆକ୍ରାନ୍ତ ହୋଇ ଭୁବନେଶ୍ୱର ଏମ୍ସରେ ଭର୍ତ୍ତି ହୋଇଛନ୍ତି।

ପରିବାର ସୂତ୍ରରୁ ହସ୍ତଗତ ସୂଚନାନୁଯାୟୀ, ପ୍ରଥମେ ଶ୍ରୀ ସେଠୀ ଷ୍ଟୋନ ଜନୀତ ରୋଗର ଚିକିତ୍ସା ପାଇଁ ଭଦ୍ରକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ତେବେ ପରେ ପଜିଟିଭ ଚିନ୍ହଟ ହେବା ପରେ ତାଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଛି । ତାଙ୍କର ସୁଗର ଲେବୁଲ ଅଧିକ ରହିଥିବା ଜଣାଯାଇଛି ।

About The Author: The Sakala