ରାଜଧାନୀ ଭୁବନେଶ୍ବରରେ ଆଜି ଟିହ୍ନଟ ହେଲେ ଆଉ ୮୧୧ କରୋନା ପଜିଟିଭ୍, ସୁସ୍ଥ ହେଲେ ୧୦୪୬ ଆକ୍ରାନ୍ତ

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ କରୋନା ସଂକ୍ରମିତଙ୍କ ସଂଖ୍ଯା ଖସିବାରେ ଲାଗିଛି। ଭୁବନେଶ୍ବରରୁ ଆଜି ୮୧୧ ଜଣ ଲୋକ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିରେ ସଂଗରୋଧରୁ ୧୬୮ ଜଣ ଓ ସ୍ଥାନୀୟ ଅଂଚଳରୁ ୬୪୩ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏନେଇ ବିଏମ୍‌ସି ପକ୍ଷରୁ ଟ୍ବିଟ୍‌ କରି ଏହି ସୂଚନା ଦିଆଯାଇଛି। ଏଥି ସହିତ ଭୁବନେଶ୍ବରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୫ ହଜାର ୭୮୪ରେ ପହଂଚିଛି। Update on newly detected #COVID19 cases in the […]

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ କରୋନା ସଂକ୍ରମିତଙ୍କ ସଂଖ୍ଯା ଖସିବାରେ ଲାଗିଛି। ଭୁବନେଶ୍ବରରୁ ଆଜି ୮୧୧ ଜଣ ଲୋକ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିରେ ସଂଗରୋଧରୁ ୧୬୮ ଜଣ ଓ ସ୍ଥାନୀୟ ଅଂଚଳରୁ ୬୪୩ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏନେଇ ବିଏମ୍‌ସି ପକ୍ଷରୁ ଟ୍ବିଟ୍‌ କରି ଏହି ସୂଚନା ଦିଆଯାଇଛି। ଏଥି ସହିତ ଭୁବନେଶ୍ବରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୫ ହଜାର ୭୮୪ରେ ପହଂଚିଛି।


ସେହିପରି ଆଜି ଭୁବନେଶ୍ବରରୁ ୧୦୪୬ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

About The Author: The Sakala