ବାଲେଶ୍ଵର: ଭିଜିଲାନ୍ସ ଜାଲରେ ତହସିଲଦାର। ବଲେଶ୍ବର ଜିଲ୍ଲା ରେମୁଣା ତହସିଲଦାର ବିଦ୍ୟାଧର ପତିଙ୍କ ଘରେ ଭିଜିଲାନ୍ସ ଚଢ଼ାଉ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏହି ଚଢ଼ାଉ ଜାରି ରହିଛି। ରେମୁଣା ସ୍ଥିତ ଅଫିସ୍ ଚାମ୍ବର, ଘର ଓ ଭୁବନେଶ୍ବର ବାସଭବନ ସମେତ ୭ଟି ସ୍ଥାନରେ ଏକକାଳୀନ ଚଢ଼ାଉ ଚାଲିଛି। ଚଢାଉରେ ୬ ଡିଏସପି, ୩ ଇନ୍ସପେକ୍ଟର ଓ ୧୦ ଏଏସଆଇ ସାମିଲ ଅଛନ୍ତି।
ଭିଜିଲାନ୍ସ ଜାଲରେ ରେମୁଣା ତହସିଲଦାର, ଏକକାଳୀନ ୭ ସ୍ଥାନରେ ଚଢାଉ ଜାରି