ବାଲେଶ୍ୱର : ଜଳେଶ୍ବର ଓଡିଶାରୁ ପଶ୍ଚିମବଙ୍ଗକୁ ଗୋରୁ ଚୋରା ଚାଲାଣ ବେଳେ ଜଳେଶ୍ୱର ପୋଲିସ ଦ୍ୱାରା ଆଠଟି ଗୋରୁ ବୋଝେଇ କଣ୍ଟେନର ଜବତ ସହ ସାତ ସହରୁ ଉର୍ଦ୍ଧ୍ବ ଗୋରୁ ଉଧର । ଘଟଣା ସ୍ଥଳରୁ ଚାରି ଡ୍ରାଇଭର ଗିରଫ ଓ ଚାରି ଡ୍ରାଇଭର ଏବଂ ହେଲ୍ପର ଫେରାର।ପୋଲିସର ତଦନ୍ତ ଜାରୀ।
ବେଆଇନ ଗୋଚାଲାଣ ବେଳେ ମାଡ଼ିବସିଲା ପୁଲିସ: ୬୦୦ଗୋରୁ ଉଦ୍ଧାର