ବାଲେଶ୍ବର: ଛାତ୍ରୀଙ୍କୁ ଅସଦାଚରଣ କରି ପକ୍ସୋ କୋର୍ଟ ଦ୍ବାରା ଶିକ୍ଷକ ଦଣ୍ଡିତ ହୋଇଛନ୍ତି। ଶିକ୍ଷକ ଗଣେଷଚନ୍ଦ୍ର ସାହୁଙ୍କୁ ୫ବର୍ଷ ସଶ୍ରମ କାରାଦଣ୍ଡ ସହ ୩ ହଜାର ଟଙ୍କାର ଦଣ୍ଡ ଘୋଷଣା କରିଛନ୍ତି ସ୍ବତନ୍ତ୍ର ପୋକ୍ସୋ କୋର୍ଟର ବିଚାରପତି ରଞ୍ଜନ କୁମାର ସୁତାର। ଏହି ମାମଲାରେ ୧୧ ଜଣ ସାକ୍ଷୀ ଓ ୧୫ଟି ଦସ୍ତାବିଜକୁ ଆଧାରକରି ଦଣ୍ଡ ଶୁଣାଇଛନ୍ତି ମାନ୍ୟବର କୋର୍ଟ। ସରକାରଙ୍କ ତରଫରୁ ଓକିଲ ପ୍ରଣବ କୁମାର ପଣ୍ଡା ମାମଲା ପରିଚାଳନା କରିଥିଲେ । ୨୦୨୦ ମସିହାରେ ସିଂଲା ଥାନା ଅଞ୍ଚଳରେ ଛାତ୍ରୀଙ୍କୁ ଶିକ୍ଷକ ଗଣେଷଚନ୍ଦ୍ର ଅସଦାଚରଣ କରିଥିବା ନେଇ ମାମଲା ରୁଜୁ ହୋଇଥିଲା ।
ଛାତ୍ରୀଙ୍କୁ ଅସଦାଚରଣ ମାମଲା, ଶିକ୍ଷକଙ୍କୁ ୫ବର୍ଷ ସଶ୍ରମ କାରାଦଣ୍ଡ
ବାଲେଶ୍ବର: ଛାତ୍ରୀଙ୍କୁ ଅସଦାଚରଣ କରି ପକ୍ସୋ କୋର୍ଟ ଦ୍ବାରା ଶିକ୍ଷକ ଦଣ୍ଡିତ ହୋଇଛନ୍ତି। ଶିକ୍ଷକ ଗଣେଷଚନ୍ଦ୍ର ସାହୁଙ୍କୁ ୫ବର୍ଷ ସଶ୍ରମ କାରାଦଣ୍ଡ ସହ ୩ ହଜାର ଟଙ୍କାର ଦଣ୍ଡ ଘୋଷଣା କରିଛନ୍ତି ସ୍ବତନ୍ତ୍ର ପୋକ୍ସୋ କୋର୍ଟର ବିଚାରପତି ରଞ୍ଜନ କୁମାର ସୁତାର। ଏହି ମାମଲାରେ ୧୧ ଜଣ ସାକ୍ଷୀ ଓ ୧୫ଟି ଦସ୍ତାବିଜକୁ ଆଧାରକରି ଦଣ୍ଡ ଶୁଣାଇଛନ୍ତି ମାନ୍ୟବର କୋର୍ଟ। ସରକାରଙ୍କ ତରଫରୁ ଓକିଲ ପ୍ରଣବ କୁମାର ପଣ୍ଡା ମାମଲା ପରିଚାଳନା କରିଥିଲେ । ୨୦୨୦ ମସିହାରେ […]