କୁଲଡିହା ଅଭୟାରଣ୍ୟରେ ପୁଣି ଏକ ଦନ୍ତା ହାତୀର ମୃତ୍ୟୁ, କାରଣ ଅସ୍ପଷ୍ଟ

ନୀଳଗିରି: କୁଲଡିହା ଅଭୟାରଣ୍ୟରେ ମଧ୍ୟ ବୟସ୍କ ଦନ୍ତା ହାତୀର ମୃତ୍ୟୁ ଘଟିଛି। ଅଭୟାରଣ୍ୟରେ ହାତୀ ମୃତ୍ୟୁ ନେଇ ବାଲେଶ୍ୱର ଡିଏଫଓ ସୂଚନା ଦେଇଛନ୍ତି। କୁଳଡିଆରେ ୧୪ମାସ ଭିତରେ ଗୋଟେ ପରେ ଗୋଟେ ହାତୀ ମୃତ୍ୟୁକୁ ନେଇ ଚିନ୍ତାରେ ବନ ବିଭାଗ। ମଙ୍ଗଳବାର କୁଳଡିଆ ଅଭୟାରଣ୍ୟରେ ରେଞ୍ଜରଙ୍କ ତ୍ଵତ୍ୱାବଧାନରେ ଜଙ୍ଗଲରେ ଚାଲିଥିଲା ପୂଜା। ପୂଜାରେ ସହସହ ଲୋକ ସାମିଲ ଥିଲେ। ଏହାରି ସୁଯୋଗରେ ମଧ୍ୟ ବୟସ୍କ ଦନ୍ତାକୁ ଶିକାରୀ ଶିକାର କରିଥିବା କରାଯାଉଛି ସନ୍ଦେହ କରାଯାଉଛି। ତେବେ ମୃତ୍ୟୁର କାରଣ […]

ନୀଳଗିରି: କୁଲଡିହା ଅଭୟାରଣ୍ୟରେ ମଧ୍ୟ ବୟସ୍କ ଦନ୍ତା ହାତୀର ମୃତ୍ୟୁ ଘଟିଛି। ଅଭୟାରଣ୍ୟରେ ହାତୀ ମୃତ୍ୟୁ ନେଇ ବାଲେଶ୍ୱର ଡିଏଫଓ ସୂଚନା ଦେଇଛନ୍ତି। କୁଳଡିଆରେ ୧୪ମାସ ଭିତରେ ଗୋଟେ ପରେ ଗୋଟେ ହାତୀ ମୃତ୍ୟୁକୁ ନେଇ ଚିନ୍ତାରେ ବନ ବିଭାଗ। ମଙ୍ଗଳବାର କୁଳଡିଆ ଅଭୟାରଣ୍ୟରେ ରେଞ୍ଜରଙ୍କ ତ୍ଵତ୍ୱାବଧାନରେ ଜଙ୍ଗଲରେ ଚାଲିଥିଲା ପୂଜା। ପୂଜାରେ ସହସହ ଲୋକ ସାମିଲ ଥିଲେ। ଏହାରି ସୁଯୋଗରେ ମଧ୍ୟ ବୟସ୍କ ଦନ୍ତାକୁ ଶିକାରୀ ଶିକାର କରିଥିବା କରାଯାଉଛି ସନ୍ଦେହ କରାଯାଉଛି। ତେବେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି। ବନ ବିଭାଗର ତଦନ୍ତ ଆରମ୍ଭ କରିଛି।

About The Author: The Sakala