By
The Sakala
ନୀଳଗିରି: ଆଜି ଅପରାହ୍ନରେ ବାଲେଶ୍ବର ଜିଲ୍ଲା ଛତ୍ରପୁର ଅଞ୍ଚଳରେ ଦୁଃଖଦ ଘଟଣା ଘଟିଛି। ବଜ୍ରପାତରେ ୩ ଜଣ ଶ୍ରମିକଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ଯରେ ୨ ଜଣ ମହିଳା ଓ ଜଣେ ପୂରୁଷ ରହିଛନ୍ତି। ମହିଳା ଶ୍ରମିକଙ୍କ ଘର ବଢେଇପଲା ଅଞ୍ଚଳରେ ବୋଲି ଜଣାପଡ଼ିଛି। ଛତ୍ରପୁର ନିକଟ ଏକ କେନାଲ କାମ କରୁଥିବାବେଳେ ବଜ୍ରପାତରେ ଉକ୍ତ ୩ ଶ୍ରମିକ ଟଳି ପଡ଼ିଥିଲେ।

About The Author: The Sakala