ତୁରେକେଲା: କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କୁ ହତ୍ୟା ଧମକ । ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ସହରର ବାଳିକା ଉଚ୍ଚ ବିଦ୍ୟାଳୟ ଓ ଗୋରୁ ବଜାର ଠାରେ କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କୁ ହତ୍ୟା ପାଇଁ ଲାଲ ରଙ୍ଗରେ ଲେଖା ଯାଇଛି । ୧୫ ଦିନ ଭିତରେ ହତ୍ୟା ପାଇଁ ଧମକ ଦିଆଯାଇଛି । ଏକ ଫଟୋ ମଧ୍ୟ ପୋଷ୍ଟରରେ ଲାଗିଛି । ସହର ଭିତରେ କିଏ ଓ କେମିତି ଏହି ପୋଷ୍ଟର ଲଗାଇଛି ତାହା ଅସ୍ପଷ୍ଟ। କଣ୍ଟାବାଞ୍ଜି ସହରରେ ଏ ନେଇ ଚର୍ଚ୍ଚା ଜୋର ଧରିଛି। ଖବର ପାଇ କଣ୍ଟାବାଞ୍ଜି ପୁଲିସ ଲାଗିଥିବା ପୋଷ୍ଟର ଗୁଡିକ ଜବତ କରି ଅଧିକ ତଦନ୍ତ କରୁଛି । ତେବେ ଏ ନେଇ କଣ୍ଟାବାଞ୍ଜି ପୁଲିସର ପ୍ରତିକ୍ରିୟା ମିଳିପାରିନାହିଁ ।
କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କୁ ହତ୍ୟା ଧମକ
ତୁରେକେଲା: କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କୁ ହତ୍ୟା ଧମକ । ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ସହରର ବାଳିକା ଉଚ୍ଚ ବିଦ୍ୟାଳୟ ଓ ଗୋରୁ ବଜାର ଠାରେ କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କୁ ହତ୍ୟା ପାଇଁ ଲାଲ ରଙ୍ଗରେ ଲେଖା ଯାଇଛି । ୧୫ ଦିନ ଭିତରେ ହତ୍ୟା ପାଇଁ ଧମକ ଦିଆଯାଇଛି । ଏକ ଫଟୋ ମଧ୍ୟ ପୋଷ୍ଟରରେ ଲାଗିଛି । ସହର ଭିତରେ କିଏ ଓ କେମିତି ଏହି ପୋଷ୍ଟର ଲଗାଇଛି ତାହା […]