ଆସିଲା ଚାଉଳିଆଗଞ୍ଜ IIC ବିଉଟି ମହାନ୍ତିଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ: ଶ୍ୱାସରୁଦ୍ଧ ହୋଇ ଜୀବନ ଯାଇଥିବା ସୂଚନା

Madhusudan Das Picture
Published On

କଟକ: ଆସିଲା କଟକ ଚାଉଳିଆଗଞ୍ଜ IIC ବିଉଟି ମହାନ୍ତିଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ । ଶବ ବ୍ୟବଚ୍ଛେଦ ରିପୋର୍ଟରେ ଶ୍ୱାସରୁଦ୍ଧ ହୋଇ ଜୀବନ ଯାଇଥିବା କହିଛନ୍ତି କଟକ ଡିସିପି । ଶରୀରରେ ଅନ୍ୟ କୌଣସି ବାହ୍ୟ ଆଘାତ ନାହିଁ । ଫାଉଲ ପ୍ଲେ ସମ୍ପର୍କରେ କୌଣସି ପ୍ରମାଣ ନାହିଁ । ତଥାପି ବିଶେଷଜ୍ଞଙ୍କ ମତ ନିଆଯିବ ବୋଲି କହିଛନ୍ତି ଡିସିପି । ଭିସେରା ରିପୋର୍ଟକୁ ଅପେକ୍ଷା କରାଯାଇଛି । ବିଉଟି ମହାନ୍ତିଙ୍କ ଫୋନ୍‌ ଲକ୍ ଥିଲା, ଫରେନ୍‌ସିକ୍‌ ବିଶେଷଜ୍ଞ ଖୋଲି ସମସ୍ତ ତଥ୍ୟ ଦେବେ । ୨/୩ ଦିନ ମଧ୍ୟରେ ତଥ୍ୟ ହସ୍ତଗତ ହେବ । ଏଯାଏଁ କାହାକୁ ଅଟକ ରଖାଯାଇନାହିଁ ବୋଲି କହିଛନ୍ତି କଟକ ଡିସିପି ।

ଆହୁରି ପଢ଼ନ୍ତୁ: ହର୍ମୁଜ ପ୍ରଣାଳୀ ପାର କରି ୨୦ ଲକ୍ଷ ବ୍ୟାରେଲ ତୈଳ ସହ ପାରାଦୀପରେ ପହଞ୍ଚିଲା MT SANMAR HERALD

ସୂଚନାଯୋଗ୍ୟ, ଗତ ଜୁଲାଇ ୪ ତାରିଖରେ ଥାନା ପରିସରରେ ଥିବା ସରକାରୀ ବାସଭବନର ଶୌଚାଳୟରୁ କଟକ ଚଉଳିଆଗଞ୍ଜ ଥାନା ଆଇଆଇସି ବ୍ୟୁଟି ମହାନ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଥିଲା । ଆଇଆଇସିଙ୍କ ରହସ୍ୟଜନକ ମୃତ୍ୟୁ ଓଡ଼ିଶା ପୋଲିସ ବିଭାଗ ସମେତ ସାରା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ତେବେ ମୃତ୍ୟୁର ରହସ୍ୟ ବିୟୁଟିଙ୍କ ଫୋନରେ ଥିବା ଚର୍ଚ୍ଚା ହେଉଛି । ତେଣୁ ପୋଲିସ ତାଙ୍କର ୨ଟି ଫୋନ୍ ଫରେନସିକ୍ ଯାଞ୍ଚ ପାଇଁ ପଠାଇଛି । କଲ୍ ରେକର୍ଡର ମଧ୍ୟ ଯାଞ୍ଚ କରାଯାଉଛି । ବ୍ୟକ୍ତିଗତ ସଂପର୍କ ଦିଗରେ ମଧ୍ୟ ଯାଞ୍ଚ କରାଯିବ। 

ଆହୁରି ପଢ଼ନ୍ତୁ: ରାଜ୍ୟରେ SIR ପାଇଁ 'ଭୋଟର ତାଲିକା ପର୍ଯ୍ୟବେକ୍ଷକ' ଭାବେ ୧୦ IAS ଅଧିକାରୀ ନିଯୁକ୍ତ

07 Jul 2026 By Madhusudan Das

ଆସିଲା ଚାଉଳିଆଗଞ୍ଜ IIC ବିଉଟି ମହାନ୍ତିଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ: ଶ୍ୱାସରୁଦ୍ଧ ହୋଇ ଜୀବନ ଯାଇଥିବା ସୂଚନା

କଟକ: ଆସିଲା କଟକ ଚାଉଳିଆଗଞ୍ଜ IIC ବିଉଟି ମହାନ୍ତିଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ । ଶବ ବ୍ୟବଚ୍ଛେଦ ରିପୋର୍ଟରେ ଶ୍ୱାସରୁଦ୍ଧ ହୋଇ ଜୀବନ ଯାଇଥିବା କହିଛନ୍ତି କଟକ ଡିସିପି । ଶରୀରରେ ଅନ୍ୟ କୌଣସି ବାହ୍ୟ ଆଘାତ ନାହିଁ । ଫାଉଲ ପ୍ଲେ ସମ୍ପର୍କରେ କୌଣସି ପ୍ରମାଣ ନାହିଁ । ତଥାପି ବିଶେଷଜ୍ଞଙ୍କ ମତ ନିଆଯିବ ବୋଲି କହିଛନ୍ତି ଡିସିପି । ଭିସେରା ରିପୋର୍ଟକୁ ଅପେକ୍ଷା କରାଯାଇଛି । ବିଉଟି ମହାନ୍ତିଙ୍କ ଫୋନ୍‌ ଲକ୍ ଥିଲା, ଫରେନ୍‌ସିକ୍‌ ବିଶେଷଜ୍ଞ ଖୋଲି ସମସ୍ତ ତଥ୍ୟ ଦେବେ । ୨/୩ ଦିନ ମଧ୍ୟରେ ତଥ୍ୟ ହସ୍ତଗତ ହେବ । ଏଯାଏଁ କାହାକୁ ଅଟକ ରଖାଯାଇନାହିଁ ବୋଲି କହିଛନ୍ତି କଟକ ଡିସିପି ।

ସୂଚନାଯୋଗ୍ୟ, ଗତ ଜୁଲାଇ ୪ ତାରିଖରେ ଥାନା ପରିସରରେ ଥିବା ସରକାରୀ ବାସଭବନର ଶୌଚାଳୟରୁ କଟକ ଚଉଳିଆଗଞ୍ଜ ଥାନା ଆଇଆଇସି ବ୍ୟୁଟି ମହାନ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଥିଲା । ଆଇଆଇସିଙ୍କ ରହସ୍ୟଜନକ ମୃତ୍ୟୁ ଓଡ଼ିଶା ପୋଲିସ ବିଭାଗ ସମେତ ସାରା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ତେବେ ମୃତ୍ୟୁର ରହସ୍ୟ ବିୟୁଟିଙ୍କ ଫୋନରେ ଥିବା ଚର୍ଚ୍ଚା ହେଉଛି । ତେଣୁ ପୋଲିସ ତାଙ୍କର ୨ଟି ଫୋନ୍ ଫରେନସିକ୍ ଯାଞ୍ଚ ପାଇଁ ପଠାଇଛି । କଲ୍ ରେକର୍ଡର ମଧ୍ୟ ଯାଞ୍ଚ କରାଯାଉଛି । ବ୍ୟକ୍ତିଗତ ସଂପର୍କ ଦିଗରେ ମଧ୍ୟ ଯାଞ୍ଚ କରାଯିବ। 

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର