ଘରୋଇ କଳିକୁ କେନ୍ଦ୍ରକରି ଶିଳପୁଆରେ ଛେଚି ବାପାକୁ ହତ୍ୟା କଲା ନୃସଂଶ ପୁଅ

Madhusudan Das Picture
Published On

ଆଠଗଡ଼: ନୃଶଂସ ପାଲଟିଲା ଜନ୍ମ କଲା ପୁଅ । ଘରୋଇ କଳିକୁ ନେଇ ଶିଳପୁଆରେ ଛେଚି ବାପାକୁ ହତ୍ୟା କଲା ଜନ୍ମ କଲା ପୁଅ । ଆଠଗଡ଼ ଥାନା ଅନ୍ତର୍ଗତ ଜାଗିଆପଡା ହରିଜନ ସାହିରେ ଘଟିଛି ଏପରି ଅଭାବନୀୟ ଘଟଣା । ଘଟଣା ସ୍ଥଳରେ ଆଠଗଡ଼ ପୋଲିସ ପହଞ୍ଚି ପିତୃହନ୍ତା ପୁଅକୁ କାବୁ କରିବା ସହ ଘଟଣାର ଅଧିକ ତଦନ୍ତ କରୁଛି ।

ଆହୁରି ପଢ଼ନ୍ତୁ: ବାପାକୁ ଠେଙ୍ଗାରେ ପିଟି ପିଟି ହତ୍ୟା କଲା ନୃଶଂସ ପୁଅ, ମା' ଗୁରୁତର

ସୂଚନା ଅନୁସାରେ, ବଡଭୂଇଁ ପଞ୍ଚାୟତ ଜାଗିଆପଡା ରଘୁନାଥପୁର ଗ୍ରାମର ଭୂତି ନାଏକ ନିଶାସକ୍ତ ଅବସ୍ଥାରେ ଘରକୁ ଆସିଥିଲେ। କୌଣସି କାରଣକୁ ନେଇ ବାପା ବିକଳ ନାଏକଙ୍କ ସହ ତାଙ୍କର ପାଟିତୁଣ୍ଡ ହୋଇଥିଲା। ଫଳରେ ଉତ୍ତ୍ୟକ୍ତ ହୋଇ ଭୂତି ନାଏକ ମଦ ନିଶାରେ ବିକଳଙ୍କୁ ଏକ ଶିଳପୁଆରେ ଛେଚି ହତ୍ୟା କରିଥିଲା। ଗ୍ରାମବାସୀ ଅଭିଯୁକ୍ତ ପୁଅକୁ କାବୁ କରି ବିଦ୍ୟୁତ୍ ଖୁଣ୍ଟରେ ବାନ୍ଧି ପୁଲିସକୁ ଖବର ଦେଇଥିଲେ। ଆଠଗଡ଼ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ପୁଅକୁ ଗିରଫ କରି ତଦନ୍ତ କରୁଛି। 

ଆହୁରି ପଢ଼ନ୍ତୁ: ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟିଲା ଯାତ୍ରୀବାହୀ ବସ୍, ୨୦ରୁ ଉର୍ଦ୍ଧ୍ୱ ଆହତ

02 May 2026 By Madhusudan Das

ଘରୋଇ କଳିକୁ କେନ୍ଦ୍ରକରି ଶିଳପୁଆରେ ଛେଚି ବାପାକୁ ହତ୍ୟା କଲା ନୃସଂଶ ପୁଅ

ଆଠଗଡ଼: ନୃଶଂସ ପାଲଟିଲା ଜନ୍ମ କଲା ପୁଅ । ଘରୋଇ କଳିକୁ ନେଇ ଶିଳପୁଆରେ ଛେଚି ବାପାକୁ ହତ୍ୟା କଲା ଜନ୍ମ କଲା ପୁଅ । ଆଠଗଡ଼ ଥାନା ଅନ୍ତର୍ଗତ ଜାଗିଆପଡା ହରିଜନ ସାହିରେ ଘଟିଛି ଏପରି ଅଭାବନୀୟ ଘଟଣା । ଘଟଣା ସ୍ଥଳରେ ଆଠଗଡ଼ ପୋଲିସ ପହଞ୍ଚି ପିତୃହନ୍ତା ପୁଅକୁ କାବୁ କରିବା ସହ ଘଟଣାର ଅଧିକ ତଦନ୍ତ କରୁଛି ।

ସୂଚନା ଅନୁସାରେ, ବଡଭୂଇଁ ପଞ୍ଚାୟତ ଜାଗିଆପଡା ରଘୁନାଥପୁର ଗ୍ରାମର ଭୂତି ନାଏକ ନିଶାସକ୍ତ ଅବସ୍ଥାରେ ଘରକୁ ଆସିଥିଲେ। କୌଣସି କାରଣକୁ ନେଇ ବାପା ବିକଳ ନାଏକଙ୍କ ସହ ତାଙ୍କର ପାଟିତୁଣ୍ଡ ହୋଇଥିଲା। ଫଳରେ ଉତ୍ତ୍ୟକ୍ତ ହୋଇ ଭୂତି ନାଏକ ମଦ ନିଶାରେ ବିକଳଙ୍କୁ ଏକ ଶିଳପୁଆରେ ଛେଚି ହତ୍ୟା କରିଥିଲା। ଗ୍ରାମବାସୀ ଅଭିଯୁକ୍ତ ପୁଅକୁ କାବୁ କରି ବିଦ୍ୟୁତ୍ ଖୁଣ୍ଟରେ ବାନ୍ଧି ପୁଲିସକୁ ଖବର ଦେଇଥିଲେ। ଆଠଗଡ଼ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ପୁଅକୁ ଗିରଫ କରି ତଦନ୍ତ କରୁଛି। 

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର