ଭୁବନେଶ୍ୱର ବିମାନବନ୍ଦରରୁ ୬ କୋଟି ଟଙ୍କାର ମାରିଜୁଆନା ଜବତ, ଦୁଇ ଅଟକ

Madhusudan Das Picture
Published On

ଭୁବନେଶ୍ୱର: ପୁଣି ଭୁବନେଶ୍ୱର ବିମାନବନ୍ଦରରୁ ଠାବ ହେଲା ଦାମୀ ଗଞ୍ଜେଇ । ବ୍ୟାଙ୍କକ୍ ରୁ ଭୁବନେଶ୍ୱର ଆସୁଥିବା ବେଳେ ଠାବ ହେଲା ଦାମୀ ନିଶା । ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୬ କୋଟି ଟଙ୍କା ହେବ ବୋଲି ଜଣାପଡିଛି । ଗଞ୍ଜେଇ ଆଣି ଆସୁଥିବା ୨ ଜଣଙ୍କୁ ଅଟକ ରଖିଛି କଷ୍ଟମ ବିଭାଗ । ଡିଆରଆଇ କାବୁ କରିବା ପରେ କଷ୍ଟମ ବିଭାଗକୁ ହସ୍ତାନ୍ତର କରିଛି । ୨ ଅଟକ ଯୁବକଙ୍କ ଘର ତାମିଲନାଡୁ ବୋଲି ଜଣାପଡିଛି । ତେବେ ଭୁବନେଶ୍ୱରର କାହା ପାଖକୁ ଏହି ନିଶାଦ୍ରବ୍ୟ ଆସୁଥିଲା ତାକୁ ନେଇ ଖୋଳତାଡ଼ ଚାଲିଛି । ଜବତ ହାଇଡ୍ରଫୋନିକ ଗଞ୍ଜେଇର ଓଜନ ପ୍ରାୟ ୬ କେଜି ବୋଲି ସ୍ପଷ୍ଟ କରାଯାଇଛି । 

ଆହୁରି ପଢ଼ନ୍ତୁ: ଅସହ୍ୟ ଗୁଳୁଗୁଳିରେ ଅସ୍ତବ୍ୟସ୍ତ ଓଡ଼ିଶା; ଜଳୁଛି ପଶ୍ଚିମରୁ ଉପକୂଳ, ଆହୁରି ୪ ଦିନ ପର୍ଯ୍ୟନ୍ତ ଜାରି ରହିବ ଏପରି ସ୍ଥିତି

24 Mar 2026 By Madhusudan Das

ଭୁବନେଶ୍ୱର ବିମାନବନ୍ଦରରୁ ୬ କୋଟି ଟଙ୍କାର ମାରିଜୁଆନା ଜବତ, ଦୁଇ ଅଟକ

ଭୁବନେଶ୍ୱର: ପୁଣି ଭୁବନେଶ୍ୱର ବିମାନବନ୍ଦରରୁ ଠାବ ହେଲା ଦାମୀ ଗଞ୍ଜେଇ । ବ୍ୟାଙ୍କକ୍ ରୁ ଭୁବନେଶ୍ୱର ଆସୁଥିବା ବେଳେ ଠାବ ହେଲା ଦାମୀ ନିଶା । ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୬ କୋଟି ଟଙ୍କା ହେବ ବୋଲି ଜଣାପଡିଛି । ଗଞ୍ଜେଇ ଆଣି ଆସୁଥିବା ୨ ଜଣଙ୍କୁ ଅଟକ ରଖିଛି କଷ୍ଟମ ବିଭାଗ । ଡିଆରଆଇ କାବୁ କରିବା ପରେ କଷ୍ଟମ ବିଭାଗକୁ ହସ୍ତାନ୍ତର କରିଛି । ୨ ଅଟକ ଯୁବକଙ୍କ ଘର ତାମିଲନାଡୁ ବୋଲି ଜଣାପଡିଛି । ତେବେ ଭୁବନେଶ୍ୱରର କାହା ପାଖକୁ ଏହି ନିଶାଦ୍ରବ୍ୟ ଆସୁଥିଲା ତାକୁ ନେଇ ଖୋଳତାଡ଼ ଚାଲିଛି । ଜବତ ହାଇଡ୍ରଫୋନିକ ଗଞ୍ଜେଇର ଓଜନ ପ୍ରାୟ ୬ କେଜି ବୋଲି ସ୍ପଷ୍ଟ କରାଯାଇଛି । 

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର