ବିଧାନସଭା ଅପଡ଼େଟ୍: ୫ ବର୍ଷରେ ହାତୀ ଓ ବନ୍ୟ ଜନ୍ତୁ ଆକ୍ରମଣରେ ୭୯୯ ଲୋକଙ୍କ ମୃତ୍ୟୁ, ୧୯୬୨ ଜଣ ଆହତ
ଭୁବନେଶ୍ବର: ହାତୀ ଓ ବନ୍ୟ ଜନ୍ତୁ ଆକ୍ରମଣରେ ୫ ବର୍ଷରେ ୭୯୯ ଲୋକଙ୍କ ମୃତ୍ୟୁ ଘଟିଛି। ସେହିପରି ୧୯୬୨ ଜଣ ଆହତ ହୋଇଛନ୍ତି। ଢେଙ୍କାନାଳ ଜିଲାରେ ସର୍ବାଧିକ ୧୪୭ ଲୋକ ମରିଛନ୍ତି। ଅନ୍ୟପକ୍ଷରେ, ୫ ବର୍ଷରେ ବାଘ, ହାତୀ ଓ ଅନ୍ୟନ୍ୟ ଜୀବଜନ୍ତୁଙ୍କୁ ମିଶା ମୋଟ ୨୮୩୨ ଜଣ ମରିଛନ୍ତି। ସେଥି ମଧ୍ଯରୁ ଶିକାରୀ ଜନିତ ମୃତ୍ୟୁ ୮୦୬। ପଦ୍ମଲୋଚନ ପଣ୍ଡାଙ୍କ ପ୍ରଶ୍ନରେ ମନ୍ତ୍ରୀ ଗଣେଶ ରାମ ଖୁଣ୍ଟିଆ ଲିଖିତ ଉତ୍ତର ରଖିଛନ୍ତି।

ଆହୁରି ପଢ଼ନ୍ତୁ: ଜେଲ୍ରେ ପଡ଼ିଲା ହାତଗଣ୍ଠି, ଜୀବନସାଥୀ ହେଲେ ଦୁଇ ବିଚାରାଧୀନ କଏଦୀ
25 Mar 2025
By The Sakala
ବିଧାନସଭା ଅପଡ଼େଟ୍: ୫ ବର୍ଷରେ ହାତୀ ଓ ବନ୍ୟ ଜନ୍ତୁ ଆକ୍ରମଣରେ ୭୯୯ ଲୋକଙ୍କ ମୃତ୍ୟୁ, ୧୯୬୨ ଜଣ ଆହତ
ଭୁବନେଶ୍ବର: ହାତୀ ଓ ବନ୍ୟ ଜନ୍ତୁ ଆକ୍ରମଣରେ ୫ ବର୍ଷରେ ୭୯୯ ଲୋକଙ୍କ ମୃତ୍ୟୁ ଘଟିଛି। ସେହିପରି ୧୯୬୨ ଜଣ ଆହତ ହୋଇଛନ୍ତି। ଢେଙ୍କାନାଳ ଜିଲାରେ ସର୍ବାଧିକ ୧୪୭ ଲୋକ ମରିଛନ୍ତି। ଅନ୍ୟପକ୍ଷରେ, ୫ ବର୍ଷରେ ବାଘ, ହାତୀ ଓ ଅନ୍ୟନ୍ୟ ଜୀବଜନ୍ତୁଙ୍କୁ ମିଶା ମୋଟ ୨୮୩୨ ଜଣ ମରିଛନ୍ତି। ସେଥି ମଧ୍ଯରୁ ଶିକାରୀ ଜନିତ ମୃତ୍ୟୁ ୮୦୬। ପଦ୍ମଲୋଚନ ପଣ୍ଡାଙ୍କ ପ୍ରଶ୍ନରେ ମନ୍ତ୍ରୀ ଗଣେଶ ରାମ ଖୁଣ୍ଟିଆ ଲିଖିତ ଉତ୍ତର ରଖିଛନ୍ତି।
⊕ https://www.thesakala.in/latest-odisha-news/assembly-update-799-people-killed-1962-injured-in-elephant-and-wild-animal-attacks-in-5-yrs/article-39560