ବିଇଡି ପ୍ରବେଶିକା ପରୀକ୍ଷା ପାଇଁ ପ୍ରକ୍ରିୟା ଆରମ୍ଭ

The Sakala Picture
Published On

ଭୁବନେଶ୍ୱର: ସ୍ନାତକୋତ୍ତର ପରି ବିଇଡି ନାମଲେଖା ମଧ୍ୟ ଆଗୁଆ କରିବା ପାଇଁ ଆରମ୍ଭ ହୋଇଛି ପ୍ରକ୍ରିୟା। ଦୁଇବର୍ଷିଆ ବିଏଡ୍‌, ଏମ୍‌ଏଡ୍‌, ବିଏଚ୍‌ଏଡ୍‌ ପାଠ୍ୟକ୍ରମରେ ନାମଲେଖା ପାଇଁ ପ୍ରବେଶିକା ପରୀକ୍ଷା ଦେବାକୁ ଆସନ୍ତା ୨୪ତାରିଖଠାରୁ ଆବେଦନ କରିପାରିବେ ଛାତ୍ରଛାତ୍ରୀ। ଜୁନ୍‌ ପ୍ରଥମ ସପ୍ତାହରେ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ। ଜୁଲାଇ ୨୪ ତାରିଖ ସୁଦ୍ଧା ପାଠପଢ଼ା ଆରମ୍ଭ କରିବାକୁ ଉଚ୍ଚଶିକ୍ଷା ବିଭାଗ ଲକ୍ଷ୍ୟ ରଖିଛି। ପ୍ରବେଶିକା ପରୀକ୍ଷାର ମାର୍କ ଆଧାରରେ ହିଁ ନାମଲେଖା ପାଇଁ ଛାତ୍ରଛାତ୍ରୀ ଚୟନ ହେବେ […]

ଭୁବନେଶ୍ୱର: ସ୍ନାତକୋତ୍ତର ପରି ବିଇଡି ନାମଲେଖା ମଧ୍ୟ ଆଗୁଆ କରିବା ପାଇଁ ଆରମ୍ଭ ହୋଇଛି ପ୍ରକ୍ରିୟା। ଦୁଇବର୍ଷିଆ ବିଏଡ୍‌, ଏମ୍‌ଏଡ୍‌, ବିଏଚ୍‌ଏଡ୍‌ ପାଠ୍ୟକ୍ରମରେ ନାମଲେଖା ପାଇଁ ପ୍ରବେଶିକା ପରୀକ୍ଷା ଦେବାକୁ ଆସନ୍ତା ୨୪ତାରିଖଠାରୁ ଆବେଦନ କରିପାରିବେ ଛାତ୍ରଛାତ୍ରୀ। ଜୁନ୍‌ ପ୍ରଥମ ସପ୍ତାହରେ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ। ଜୁଲାଇ ୨୪ ତାରିଖ ସୁଦ୍ଧା ପାଠପଢ଼ା ଆରମ୍ଭ କରିବାକୁ ଉଚ୍ଚଶିକ୍ଷା ବିଭାଗ ଲକ୍ଷ୍ୟ ରଖିଛି। ପ୍ରବେଶିକା ପରୀକ୍ଷାର ମାର୍କ ଆଧାରରେ ହିଁ ନାମଲେଖା ପାଇଁ ଛାତ୍ରଛାତ୍ରୀ ଚୟନ ହେବେ ବୋଲି ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଆଗୁଆ ନାମଲେଖା ପ୍ରକ୍ରିୟା ସାରିବା ଦ୍ୱାରା ଠିକ୍‌ ସମୟରେ ପାଠପଢ଼ା ଆରମ୍ଭ ହେବା ସହ ପରୀକ୍ଷା ଓ ଫଳ ପ୍ରକାଶ ମଧ୍ୟ ସମୟ ମଧ୍ୟରେ ହୋଇପାରିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି। ଅପରପକ୍ଷ‌ରେ, ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଓ ବୃହତ୍ତର ସ୍ୱାର୍ଥକୁ ଦୃଷ୍ଟିରେ ରଖି ଚଳିତବର୍ଷ ନାମଲେଖା ପ୍ରକ୍ରିୟା ଶୀଘ୍ର କରିବାକୁ ବିଭାଗ ଲକ୍ଷ୍ୟ ରଖିଛି।

ଆହୁରି ପଢ଼ନ୍ତୁ: ସ୍ଥଗିତ ରହିଲା ବସ୍‌ ଧର୍ମଘଟ, STA କମିଶନରଙ୍କ ସହ ଆଲୋଚନା ପରେ ବସ୍ ମାଲିକ ସଂଘର ନିଷ୍ପତ୍ତି

ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁଯାୟୀ, ସ୍ନାତକ ପରୀକ୍ଷା ଫଳ ପ୍ରକାଶ ପାଇବା ପୂର୍ବରୁ ନାମଲେଖା ହେବ। ଆବେଦନ ଅବଧି ତିନି ସପ୍ତାହ ରହିବ। ମେ’ ଶେଷ ସପ୍ତାହରେ ଆଡମିଟ୍‌ କାର୍ଡ ପ୍ରକାଶ ପାଇବା ପରେ ଜୁନ୍‌ ପ୍ରଥମ ସପ୍ତାହରେ ପରୀକ୍ଷା ହେବ। ଯେଉଁ ଛାତ୍ରଛାତ୍ରୀମାନେ ସ୍ନାତକରେ ପାସ୍‌ କରିପାରିବେ ନାହିଁ, ସେମାନଙ୍କ ନାମଲେଖା ଫି’ ଫେରସ୍ତ କରାଯିବ।

ଆହୁରି ପଢ଼ନ୍ତୁ: 'ଏ ଡାଏରୀ ସେ ଡାଏରୀ ନୁହେଁ', ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକାଙ୍କ ମୃତ୍ୟୁ ଘଟଣାରେ ସାମ୍ନାକୁ ଆସିଲା ଭଉଣୀଙ୍କ ବିସ୍ଫୋରକ ତଥ୍ୟ

21 Mar 2025 By The Sakala

ବିଇଡି ପ୍ରବେଶିକା ପରୀକ୍ଷା ପାଇଁ ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ୱର: ସ୍ନାତକୋତ୍ତର ପରି ବିଇଡି ନାମଲେଖା ମଧ୍ୟ ଆଗୁଆ କରିବା ପାଇଁ ଆରମ୍ଭ ହୋଇଛି ପ୍ରକ୍ରିୟା। ଦୁଇବର୍ଷିଆ ବିଏଡ୍‌, ଏମ୍‌ଏଡ୍‌, ବିଏଚ୍‌ଏଡ୍‌ ପାଠ୍ୟକ୍ରମରେ ନାମଲେଖା ପାଇଁ ପ୍ରବେଶିକା ପରୀକ୍ଷା ଦେବାକୁ ଆସନ୍ତା ୨୪ତାରିଖଠାରୁ ଆବେଦନ କରିପାରିବେ ଛାତ୍ରଛାତ୍ରୀ। ଜୁନ୍‌ ପ୍ରଥମ ସପ୍ତାହରେ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ। ଜୁଲାଇ ୨୪ ତାରିଖ ସୁଦ୍ଧା ପାଠପଢ଼ା ଆରମ୍ଭ କରିବାକୁ ଉଚ୍ଚଶିକ୍ଷା ବିଭାଗ ଲକ୍ଷ୍ୟ ରଖିଛି। ପ୍ରବେଶିକା ପରୀକ୍ଷାର ମାର୍କ ଆଧାରରେ ହିଁ ନାମଲେଖା ପାଇଁ ଛାତ୍ରଛାତ୍ରୀ ଚୟନ ହେବେ ବୋଲି ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଆଗୁଆ ନାମଲେଖା ପ୍ରକ୍ରିୟା ସାରିବା ଦ୍ୱାରା ଠିକ୍‌ ସମୟରେ ପାଠପଢ଼ା ଆରମ୍ଭ ହେବା ସହ ପରୀକ୍ଷା ଓ ଫଳ ପ୍ରକାଶ ମଧ୍ୟ ସମୟ ମଧ୍ୟରେ ହୋଇପାରିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି। ଅପରପକ୍ଷ‌ରେ, ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଓ ବୃହତ୍ତର ସ୍ୱାର୍ଥକୁ ଦୃଷ୍ଟିରେ ରଖି ଚଳିତବର୍ଷ ନାମଲେଖା ପ୍ରକ୍ରିୟା ଶୀଘ୍ର କରିବାକୁ ବିଭାଗ ଲକ୍ଷ୍ୟ ରଖିଛି।

ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁଯାୟୀ, ସ୍ନାତକ ପରୀକ୍ଷା ଫଳ ପ୍ରକାଶ ପାଇବା ପୂର୍ବରୁ ନାମଲେଖା ହେବ। ଆବେଦନ ଅବଧି ତିନି ସପ୍ତାହ ରହିବ। ମେ’ ଶେଷ ସପ୍ତାହରେ ଆଡମିଟ୍‌ କାର୍ଡ ପ୍ରକାଶ ପାଇବା ପରେ ଜୁନ୍‌ ପ୍ରଥମ ସପ୍ତାହରେ ପରୀକ୍ଷା ହେବ। ଯେଉଁ ଛାତ୍ରଛାତ୍ରୀମାନେ ସ୍ନାତକରେ ପାସ୍‌ କରିପାରିବେ ନାହିଁ, ସେମାନଙ୍କ ନାମଲେଖା ଫି’ ଫେରସ୍ତ କରାଯିବ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର