ପାରାଦୀପ ବନ୍ଦରରେ ଜାହାଜରୁ କୋକେନ ଜବତ ଘଟଣା: ସ୍ୱଦେଶ ଫେରିବେ ଅଟକ ୨୧ କ୍ର୍ୟୁ ମେମ୍ୱର

The Sakala Picture
Published On

ପାରାଦୀପ: ୨୨୦କୋଟି ଟଙ୍କାର କୋକେନ୍‌‌ ଜବତ ଘଟଣାରେ ପାରାଦୀପ ବନ୍ଦରରେ ଅଟକ ଥିବା ଜାହାଜ ଏମ୍‌‌ଭି ଦେବୀ ଓ ସେଥିରେ ଥିବା ୨୧ଜଣ କ୍ରିଉ-ମେମ୍ୱର ସ୍ୱଦେଶକୁ ଫେରିଯିବା ନେଇ କୋର୍ଟଙ୍କ ଆଦେଶ ମିଳିଛି। ସେମାନଙ୍କ ମଧ୍ୟରୁ ୧୦ ଜଣଙ୍କର ଭିସା ଅବଧି ସରିଯାଇଛି। ସେମାନଙ୍କ ପାଇଁ ନୂତନ ଭିସା ପ୍ରସ୍ତୁତି କାର୍ଯ୍ୟ ଚାଲିଥିବା ବେଳେ ବାକି ୧୧ଜଣ ଆଜି ଫେରିଯିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ତେବେ ଉପକୂଳ ଅଞ୍ଚଳରେ ଲଘୁଚାପଜନିତ ବର୍ଷା ଲାଗି ରହିଥିବାରୁ ସେମାନଙ୍କୁ […]

ପାରାଦୀପ: ୨୨୦କୋଟି ଟଙ୍କାର କୋକେନ୍‌‌ ଜବତ ଘଟଣାରେ ପାରାଦୀପ ବନ୍ଦରରେ ଅଟକ ଥିବା ଜାହାଜ ଏମ୍‌‌ଭି ଦେବୀ ଓ ସେଥିରେ ଥିବା ୨୧ଜଣ କ୍ରିଉ-ମେମ୍ୱର ସ୍ୱଦେଶକୁ ଫେରିଯିବା ନେଇ କୋର୍ଟଙ୍କ ଆଦେଶ ମିଳିଛି। ସେମାନଙ୍କ ମଧ୍ୟରୁ ୧୦ ଜଣଙ୍କର ଭିସା ଅବଧି ସରିଯାଇଛି। ସେମାନଙ୍କ ପାଇଁ ନୂତନ ଭିସା ପ୍ରସ୍ତୁତି କାର୍ଯ୍ୟ ଚାଲିଥିବା ବେଳେ ବାକି ୧୧ଜଣ ଆଜି ଫେରିଯିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ତେବେ ଉପକୂଳ ଅଞ୍ଚଳରେ ଲଘୁଚାପଜନିତ ବର୍ଷା ଲାଗି ରହିଥିବାରୁ ସେମାନଙ୍କୁ ବନ୍ଦର କର୍ତ୍ତୃପକ୍ଷ ଆଜି ଯିବାକୁ ଅନୁମତି ଦେଇନାହାନ୍ତି। ସୂଚନା‌ଯୋଗ୍ୟ, ୨୦୨୩ ନଭେମ୍ୱର ୨୯ତାରିଖରେ ସୀମାଶୁଳ୍କ ବିଭାଗ ଏହି ଏମଭି ଦେବୀ ଜାହାଜରୁ ୨୨୦ କୋଟି ଟଙ୍କାର କୋକେନ୍‌‌ ଜବତ କରିଥିଲା।

ଆହୁରି ପଢ଼ନ୍ତୁ: ରାଜଭବନ ସାମ୍ନାରେ ଗର୍ଜିଲା ବିଜେଡି: ରାଜ୍ୟର ଅର୍ଥନୈତିକ ଅଧିକାରକୁ ଛଡ଼ାଇ ନେଇଛି ଡବଲ ଇଞ୍ଜିନ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର