ସମୁଦ୍ର ମଝିରେ ବୋଟ୍‌ରେ ଚଢ଼ିଗଲା ସନ୍ଦିଗ୍ଧ ଯୁବକ, ଭୟଭୀତ ମତ୍ସ୍ୟଜୀବୀ

The Sakala Picture
Published On

ପାରାଦୀପ: ପାରାଦୀପରେ ସମୁଦ୍ର ମଝିରେ ହଠାତ୍ ବୋଟ ଉପରେ ଚଢିଗଲେ ଜଣେ ସନ୍ଦିଗ୍ଧ ଯୁବକ। ସନ୍ଦିଗ୍ଧ ଯୁବକଙ୍କୁ ନେଇ ଭୟଭୀତ ହୋଇଯାଇଛନ୍ତି ମତ୍ସ୍ୟଜୀବୀ । ଚିଲିକା ମୁହାଣ ନିକଟରୁ ୭୧ ମାଇଲ ସମୁଦ୍ର ଭିତରେ ସିଂହବାହିନୀ ବୋଟରେ ଘଟିଛି ଏହି ଘଟଣା। ସନ୍ଦିଗ୍ଧ କେଉଁଠୁ ଭାସି ଆସିଥିବା ଅସହାୟ ବ୍ୟକ୍ତି ନା ଅନୁପ୍ରବେଶକାରୀ ତାହା ଏବେ ବି ଅସ୍ପଷ୍ଟ ରହିଛି । ଯୁବକଙ୍କୁ ଧରି ପାରାଦୀପ ଆଣୁଛନ୍ତି ବୋଟ୍‌ କର୍ମଚାରୀ । ସନ୍ଦିଗ୍ଧ ଯୁବକଙ୍କ ଭାଷା ବୁଝିହେଉନଥିବାବେଳେ […]

ପାରାଦୀପ: ପାରାଦୀପରେ ସମୁଦ୍ର ମଝିରେ ହଠାତ୍ ବୋଟ ଉପରେ ଚଢିଗଲେ ଜଣେ ସନ୍ଦିଗ୍ଧ ଯୁବକ। ସନ୍ଦିଗ୍ଧ ଯୁବକଙ୍କୁ ନେଇ ଭୟଭୀତ ହୋଇଯାଇଛନ୍ତି ମତ୍ସ୍ୟଜୀବୀ । ଚିଲିକା ମୁହାଣ ନିକଟରୁ ୭୧ ମାଇଲ ସମୁଦ୍ର ଭିତରେ ସିଂହବାହିନୀ ବୋଟରେ ଘଟିଛି ଏହି ଘଟଣା। ସନ୍ଦିଗ୍ଧ କେଉଁଠୁ ଭାସି ଆସିଥିବା ଅସହାୟ ବ୍ୟକ୍ତି ନା ଅନୁପ୍ରବେଶକାରୀ ତାହା ଏବେ ବି ଅସ୍ପଷ୍ଟ ରହିଛି । ଯୁବକଙ୍କୁ ଧରି ପାରାଦୀପ ଆଣୁଛନ୍ତି ବୋଟ୍‌ କର୍ମଚାରୀ ।

ଆହୁରି ପଢ଼ନ୍ତୁ: ଦୀଘା ଜଗନ୍ନାଥ ଧାମରୁ ହଟିବ 'ଧାମ' ଶବ୍ଦ; ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ କଲେ ବଡ଼ ଘୋଷଣା

ସନ୍ଦିଗ୍ଧ ଯୁବକଙ୍କ ଭାଷା ବୁଝିହେଉନଥିବାବେଳେ ତାଙ୍କ ନିକଟରୁ ଏକ ଏଟିଏମ କାର୍ଡ ମିଳିଛି । ଯୁବକ ଜଣଙ୍କୁ କାବୁ କରି ନେହେରୁବଙ୍ଗଳା ମାଛଧରା ବନ୍ଦରକୁ ଆଣୁଛନ୍ତି ମତ୍ସ୍ୟଜୀବୀ । ଗତକିଛିମାସ ତଳରେ ପାରାରୀଦ ସମୁଦ୍ର ମଝିରେ ଏକ ପାରା ଉଡ଼ିଉଡ଼ି ଆସି ମାଛଧରା ଡଙ୍ଗାରେ ବସିଥିଲା । ପାରାର ଗୋଡ଼ରୁ ଅନେକ ସନ୍ଦିଗ୍ଧ ସାମଗ୍ରୀ ଜବତ ହୋଇଥିଲା । ପାରାକୁ ନେଇ ତଦନ୍ତ କରାଯାଇଥିବାବେଳେ ଏବେ ଅଜଣା ଯୁବକ ଡଙ୍ଗାକୁ ଉଠି ଆସିବା ଘଟଣାକୁ ନେଇ ଅନେକ ସନ୍ଦେହ ସୃଷ୍ଟି ହୋଇଛି ।

ଆହୁରି ପଢ଼ନ୍ତୁ: କୋଟିଆରେ ଆନ୍ଧ୍ର ପ୍ରଦେଶର ଆଦିବାସୀ କଲ୍ୟାଣ ମନ୍ତ୍ରୀ, ବିରୋଧରେ ଓଡିଶା ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲା ଓଡ଼ିଆ ଅସ୍ମିତା ପରିଷଦ

01 Sep 2023 By The Sakala

ସମୁଦ୍ର ମଝିରେ ବୋଟ୍‌ରେ ଚଢ଼ିଗଲା ସନ୍ଦିଗ୍ଧ ଯୁବକ, ଭୟଭୀତ ମତ୍ସ୍ୟଜୀବୀ

ପାରାଦୀପ: ପାରାଦୀପରେ ସମୁଦ୍ର ମଝିରେ ହଠାତ୍ ବୋଟ ଉପରେ ଚଢିଗଲେ ଜଣେ ସନ୍ଦିଗ୍ଧ ଯୁବକ। ସନ୍ଦିଗ୍ଧ ଯୁବକଙ୍କୁ ନେଇ ଭୟଭୀତ ହୋଇଯାଇଛନ୍ତି ମତ୍ସ୍ୟଜୀବୀ । ଚିଲିକା ମୁହାଣ ନିକଟରୁ ୭୧ ମାଇଲ ସମୁଦ୍ର ଭିତରେ ସିଂହବାହିନୀ ବୋଟରେ ଘଟିଛି ଏହି ଘଟଣା। ସନ୍ଦିଗ୍ଧ କେଉଁଠୁ ଭାସି ଆସିଥିବା ଅସହାୟ ବ୍ୟକ୍ତି ନା ଅନୁପ୍ରବେଶକାରୀ ତାହା ଏବେ ବି ଅସ୍ପଷ୍ଟ ରହିଛି । ଯୁବକଙ୍କୁ ଧରି ପାରାଦୀପ ଆଣୁଛନ୍ତି ବୋଟ୍‌ କର୍ମଚାରୀ ।

ସନ୍ଦିଗ୍ଧ ଯୁବକଙ୍କ ଭାଷା ବୁଝିହେଉନଥିବାବେଳେ ତାଙ୍କ ନିକଟରୁ ଏକ ଏଟିଏମ କାର୍ଡ ମିଳିଛି । ଯୁବକ ଜଣଙ୍କୁ କାବୁ କରି ନେହେରୁବଙ୍ଗଳା ମାଛଧରା ବନ୍ଦରକୁ ଆଣୁଛନ୍ତି ମତ୍ସ୍ୟଜୀବୀ । ଗତକିଛିମାସ ତଳରେ ପାରାରୀଦ ସମୁଦ୍ର ମଝିରେ ଏକ ପାରା ଉଡ଼ିଉଡ଼ି ଆସି ମାଛଧରା ଡଙ୍ଗାରେ ବସିଥିଲା । ପାରାର ଗୋଡ଼ରୁ ଅନେକ ସନ୍ଦିଗ୍ଧ ସାମଗ୍ରୀ ଜବତ ହୋଇଥିଲା । ପାରାକୁ ନେଇ ତଦନ୍ତ କରାଯାଇଥିବାବେଳେ ଏବେ ଅଜଣା ଯୁବକ ଡଙ୍ଗାକୁ ଉଠି ଆସିବା ଘଟଣାକୁ ନେଇ ଅନେକ ସନ୍ଦେହ ସୃଷ୍ଟି ହୋଇଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର