ଟ୍ରକ- ଅଟୋ ମୁଁହାମୁହିଁ ଧକ୍କା: ୫ମୃତ, ୩ ଗୁରୁତର

The Sakala Picture
Published On

ରାୟଗଡା: ଆନ୍ଧ୍ର-ଓଡିଶା ସୀମାନ୍ତରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି।  କେରେଡା ଠାରୁ ୪  କିମି ଦୂରରେ ଟ୍ରକ ଓ ଅଟୋ ମଧ୍ୟରେ ମୁଁହାମୁହିଁ ଧକ୍କା ହୋଇଛି। ଏହି ଧକ୍କାରେ ଅଟୋରେ ଥିବା ୮ ଜଣଙ୍କ ମଧ୍ୟରୁ ୫ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ଗୁରୁତର ୩ ଜଣଙ୍କୁ ଉଦ୍ଧାର କରାଯାଇ ପାର୍ବତୀପୁର ମେଡିକାଲରେ ଭର୍ତ୍ତି କରାଯାଇଛି। ରାୟଗଡାର ଅଧିଷ୍ଠାତ୍ରୀ ଦେବୀ ମାଆ ମଝିଘରିଆଣି ମନ୍ଦିର ଦର୍ଶନ ସାରି ନିଜ ଗାଁକୁ ଅଟୋ […]

ରାୟଗଡା: ଆନ୍ଧ୍ର-ଓଡିଶା ସୀମାନ୍ତରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି।  କେରେଡା ଠାରୁ ୪  କିମି ଦୂରରେ ଟ୍ରକ ଓ ଅଟୋ ମଧ୍ୟରେ ମୁଁହାମୁହିଁ ଧକ୍କା ହୋଇଛି। ଏହି ଧକ୍କାରେ ଅଟୋରେ ଥିବା ୮ ଜଣଙ୍କ ମଧ୍ୟରୁ ୫ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ଗୁରୁତର ୩ ଜଣଙ୍କୁ ଉଦ୍ଧାର କରାଯାଇ ପାର୍ବତୀପୁର ମେଡିକାଲରେ ଭର୍ତ୍ତି କରାଯାଇଛି। ରାୟଗଡାର ଅଧିଷ୍ଠାତ୍ରୀ ଦେବୀ ମାଆ ମଝିଘରିଆଣି ମନ୍ଦିର ଦର୍ଶନ ସାରି ନିଜ ଗାଁକୁ ଅଟୋ ସାହାଯ୍ୟରେ ଫେରୁଥିଲେ । ଅଟୋରେ ଥିବା ସମସ୍ତ ୮ ଜଣ ଆନ୍ଧ୍ରର କୋମରଡା ବ୍ଲକର ବାଙ୍ଗାରମମା ଗାଁର ବୋଲି ଜଣାପଡିଛି ।

ଆହୁରି ପଢ଼ନ୍ତୁ: ଆଜି ରାଜ୍ୟସଭା ନିର୍ବାଚନ ପାଇଁ ଓଡିଶାରୁ ନାମାଙ୍କନ ଦାଖଲ କରିବେ ୫ ପ୍ରାର୍ଥୀ

22 Feb 2023 By The Sakala

ଟ୍ରକ- ଅଟୋ ମୁଁହାମୁହିଁ ଧକ୍କା: ୫ମୃତ, ୩ ଗୁରୁତର

ରାୟଗଡା: ଆନ୍ଧ୍ର-ଓଡିଶା ସୀମାନ୍ତରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି।  କେରେଡା ଠାରୁ ୪  କିମି ଦୂରରେ ଟ୍ରକ ଓ ଅଟୋ ମଧ୍ୟରେ ମୁଁହାମୁହିଁ ଧକ୍କା ହୋଇଛି। ଏହି ଧକ୍କାରେ ଅଟୋରେ ଥିବା ୮ ଜଣଙ୍କ ମଧ୍ୟରୁ ୫ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ଗୁରୁତର ୩ ଜଣଙ୍କୁ ଉଦ୍ଧାର କରାଯାଇ ପାର୍ବତୀପୁର ମେଡିକାଲରେ ଭର୍ତ୍ତି କରାଯାଇଛି। ରାୟଗଡାର ଅଧିଷ୍ଠାତ୍ରୀ ଦେବୀ ମାଆ ମଝିଘରିଆଣି ମନ୍ଦିର ଦର୍ଶନ ସାରି ନିଜ ଗାଁକୁ ଅଟୋ ସାହାଯ୍ୟରେ ଫେରୁଥିଲେ । ଅଟୋରେ ଥିବା ସମସ୍ତ ୮ ଜଣ ଆନ୍ଧ୍ରର କୋମରଡା ବ୍ଲକର ବାଙ୍ଗାରମମା ଗାଁର ବୋଲି ଜଣାପଡିଛି ।

https://www.thesakala.in/latest-odisha-news/truck-auto-collision-5-dead-3-seriously-injured/article-19200
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର