ଗିରଫ ହେଲେ RWSSର ଅତିରିକ୍ତ ମୁଖ୍ୟଯନ୍ତ୍ରୀ ନିହାର ରଞ୍ଜନ ଦାଶ; କ୍ରିପ୍ଟୋ ନିବେଶକୁ ଦେଖି ତଟକା ଭିଜିଲାନ୍ସ

The Sakala Picture
Published On

ଭୁବନେଶ୍ୱର: RWSSର ଅତିରିକ୍ତ ମୁଖ୍ୟଯନ୍ତ୍ରୀ ନିହାର ରଞ୍ଜନ ଦାଶ ଗିରଫ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କୁ ଗିରଫ କରିଛି ଭିଜିଲାନ୍ସ । କ୍ରିଫ୍ଟୋ କରେନ୍ସିରେ ଅର୍ଥ ନିବେଶ କରିଛନ୍ତି ନିହାର । ତେଣୁ ବିଦେଶରେ ଥିବା କ୍ରିପ୍ଟୋ କରେନସି ଏକ୍ସଚେଞ୍ଜକୁ ଚିଠି ଲେଖିଛି ଭିଜିଲାନ୍ସ ବିଭାଗ । କ୍ରିପ୍ଟୋରେ ଇନଭେଷ୍ଟମେଣ୍ଟ ଥିବା ୧ କୋଟି ୭୫ ଲକ୍ଷ ଟଙ୍କାକୁ ଫ୍ରିଜ କରିବାକୁ ଚିଠି ଲେଖିଛି ଭିଜିଲାନ୍ସ। କ୍ରିପ୍ଟୋ କରେନସି ଏକ୍ସଚେଞ୍ଜକୁ ଇମେଲ ଜରିଆରେ […]

ଭୁବନେଶ୍ୱର: RWSSର ଅତିରିକ୍ତ ମୁଖ୍ୟଯନ୍ତ୍ରୀ ନିହାର ରଞ୍ଜନ ଦାଶ ଗିରଫ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କୁ ଗିରଫ କରିଛି ଭିଜିଲାନ୍ସ । କ୍ରିଫ୍ଟୋ କରେନ୍ସିରେ ଅର୍ଥ ନିବେଶ କରିଛନ୍ତି ନିହାର । ତେଣୁ ବିଦେଶରେ ଥିବା କ୍ରିପ୍ଟୋ କରେନସି ଏକ୍ସଚେଞ୍ଜକୁ ଚିଠି ଲେଖିଛି ଭିଜିଲାନ୍ସ ବିଭାଗ । କ୍ରିପ୍ଟୋରେ ଇନଭେଷ୍ଟମେଣ୍ଟ ଥିବା ୧ କୋଟି ୭୫ ଲକ୍ଷ ଟଙ୍କାକୁ ଫ୍ରିଜ କରିବାକୁ ଚିଠି ଲେଖିଛି ଭିଜିଲାନ୍ସ। କ୍ରିପ୍ଟୋ କରେନସି ଏକ୍ସଚେଞ୍ଜକୁ ଇମେଲ ଜରିଆରେ ଲେଖି ଅବଗତ କରାଯାଇଥିବା ଭିଜିଲାନ୍ସ ନିର୍ଦ୍ଦେଶକ ଯଶୋବନ୍ତ ଜେଠୱା କହିଛନ୍ତି।

ଆହୁରି ପଢ଼ନ୍ତୁ: ଅର୍ଜୁନ ତେନ୍ଦୁଲକର ଓ ସାନିଆ ଚାନ୍ଦୋକଙ୍କ ବିବାହ ସମ୍ପନ୍ନ: ମୁମ୍ବାଇରେ ଏକାଠି ହେଲେ କ୍ରିକେଟ ଓ ବଲିଉଡ ତାରକା

କ୍ରିପ୍ଟୋ କରେନ୍ସିରେ ୩୮ଟି ଡକ୍ୟୁମେଣ୍ଟ ଜବତ କରିଥିଲା ଭିଜିଲାନ୍ସ । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଅତିରିକ୍ତ ମୁଖ୍ୟଯନ୍ତ୍ରୀ ନିହାର ରଞ୍ଜନ ଦାସଙ୍କ ଘରେ ଚଢାଉ କରିଥିଲା । ସମ୍ବଲପୁରର ପ୍ରମୁଖ ଅଞ୍ଚଳରେ ନିହାରଙ୍କ ରହିଛି ଏକାଧିକ ପ୍ଲଟ । ଏକକାଳୀନ ୬ଟି ସ୍ଥାନରେ ଭିଜିଲାନ୍ସର ଚଢାଉ କରିଥିଲା । ଭୁବନେଶ୍ୱର, ସମ୍ବଲପୁର, ବରଗଡ, ଖୋର୍ଦ୍ଧାରେ ଚଢାଉ କରାଯାଇଥିଲା ।

ଆହୁରି ପଢ଼ନ୍ତୁ: ଆଜି T-20 ବିଶ୍ଵକପର ଦ୍ଵିତୀୟ ସେମିଫାଇନାଲ: ଫାଇନାଲ ଟିକେଟ ପାଇଁ ମୁହାଁମୁହିଁ ହେବେ ଭାରତ-ଇଂଲଣ୍ଡ

୧୫ ଘଣ୍ଟାର ମାରାଥନ ରେଡ୍ କରିଥିଲା ଭିଜିଲାନ୍ସ । ନିହାରଙ୍କୁ ପଚରାଉଚରା କରିଛନ୍ତି ଡିରେକ୍ଟରଙ୍କ ସମେତ ୧୦ ଜଣିଆ ଟିମ । ଏହି ୧୦ ଜଣିଆ ଟିମରେ ଅଛନ୍ତି ବ୍ୟାଙ୍କ, ସିଏ, ଭିଜିଲାନ୍ସର EOW ଟିମ, ସାଇବର ସେଲ, ଫାଇନାନ୍ସ ୱିଙ୍ଗ। କ୍ରିପ୍ଟୋ କରେନସି ଲିଙ୍କ ନେଇ ଖୋଳତାଡ଼ ଜାରି ରହିଛି। ଏବେ ସୁଦ୍ଧା ୫ କୋଟି ଟଙ୍କାର ସ୍ଥାବର ଓ ଅସ୍ଥାବର ସମ୍ପତି ଠାବ ହୋଇଛି । ଆହୁରି ସମ୍ପତ୍ତି ବାହାରିବା ନେଇ ଭିଜିଲାନ୍ସ ଅନୁମାନ କରୁଛି।

ଆହୁରି ପଢ଼ନ୍ତୁ: କ୍ଲାସ ରୁମରୁ କଣ୍ଟ୍ରୋଲ ରୁମ୍: ଲାଞ୍ଜିଗଡରେ ମହିଳାଙ୍କୁ ସଶକ୍ତ କରୁଛି ବେଦାନ୍ତ ଆଲୁମିନିୟମ, ଉଦାହରଣ ସାଜିଛନ୍ତି ପ୍ରିୟଙ୍କା

29 Oct 2022 By The Sakala

ଗିରଫ ହେଲେ RWSSର ଅତିରିକ୍ତ ମୁଖ୍ୟଯନ୍ତ୍ରୀ ନିହାର ରଞ୍ଜନ ଦାଶ; କ୍ରିପ୍ଟୋ ନିବେଶକୁ ଦେଖି ତଟକା ଭିଜିଲାନ୍ସ

ଭୁବନେଶ୍ୱର: RWSSର ଅତିରିକ୍ତ ମୁଖ୍ୟଯନ୍ତ୍ରୀ ନିହାର ରଞ୍ଜନ ଦାଶ ଗିରଫ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କୁ ଗିରଫ କରିଛି ଭିଜିଲାନ୍ସ । କ୍ରିଫ୍ଟୋ କରେନ୍ସିରେ ଅର୍ଥ ନିବେଶ କରିଛନ୍ତି ନିହାର । ତେଣୁ ବିଦେଶରେ ଥିବା କ୍ରିପ୍ଟୋ କରେନସି ଏକ୍ସଚେଞ୍ଜକୁ ଚିଠି ଲେଖିଛି ଭିଜିଲାନ୍ସ ବିଭାଗ । କ୍ରିପ୍ଟୋରେ ଇନଭେଷ୍ଟମେଣ୍ଟ ଥିବା ୧ କୋଟି ୭୫ ଲକ୍ଷ ଟଙ୍କାକୁ ଫ୍ରିଜ କରିବାକୁ ଚିଠି ଲେଖିଛି ଭିଜିଲାନ୍ସ। କ୍ରିପ୍ଟୋ କରେନସି ଏକ୍ସଚେଞ୍ଜକୁ ଇମେଲ ଜରିଆରେ ଲେଖି ଅବଗତ କରାଯାଇଥିବା ଭିଜିଲାନ୍ସ ନିର୍ଦ୍ଦେଶକ ଯଶୋବନ୍ତ ଜେଠୱା କହିଛନ୍ତି।

କ୍ରିପ୍ଟୋ କରେନ୍ସିରେ ୩୮ଟି ଡକ୍ୟୁମେଣ୍ଟ ଜବତ କରିଥିଲା ଭିଜିଲାନ୍ସ । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଅତିରିକ୍ତ ମୁଖ୍ୟଯନ୍ତ୍ରୀ ନିହାର ରଞ୍ଜନ ଦାସଙ୍କ ଘରେ ଚଢାଉ କରିଥିଲା । ସମ୍ବଲପୁରର ପ୍ରମୁଖ ଅଞ୍ଚଳରେ ନିହାରଙ୍କ ରହିଛି ଏକାଧିକ ପ୍ଲଟ । ଏକକାଳୀନ ୬ଟି ସ୍ଥାନରେ ଭିଜିଲାନ୍ସର ଚଢାଉ କରିଥିଲା । ଭୁବନେଶ୍ୱର, ସମ୍ବଲପୁର, ବରଗଡ, ଖୋର୍ଦ୍ଧାରେ ଚଢାଉ କରାଯାଇଥିଲା ।

୧୫ ଘଣ୍ଟାର ମାରାଥନ ରେଡ୍ କରିଥିଲା ଭିଜିଲାନ୍ସ । ନିହାରଙ୍କୁ ପଚରାଉଚରା କରିଛନ୍ତି ଡିରେକ୍ଟରଙ୍କ ସମେତ ୧୦ ଜଣିଆ ଟିମ । ଏହି ୧୦ ଜଣିଆ ଟିମରେ ଅଛନ୍ତି ବ୍ୟାଙ୍କ, ସିଏ, ଭିଜିଲାନ୍ସର EOW ଟିମ, ସାଇବର ସେଲ, ଫାଇନାନ୍ସ ୱିଙ୍ଗ। କ୍ରିପ୍ଟୋ କରେନସି ଲିଙ୍କ ନେଇ ଖୋଳତାଡ଼ ଜାରି ରହିଛି। ଏବେ ସୁଦ୍ଧା ୫ କୋଟି ଟଙ୍କାର ସ୍ଥାବର ଓ ଅସ୍ଥାବର ସମ୍ପତି ଠାବ ହୋଇଛି । ଆହୁରି ସମ୍ପତ୍ତି ବାହାରିବା ନେଇ ଭିଜିଲାନ୍ସ ଅନୁମାନ କରୁଛି।

https://www.thesakala.in/latest-odisha-news/rwss-additional-chief-engineer-arrested/article-16130
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର