ଆଇରନ ବଟିକା ଖାଇ ବିଦ୍ୟାଳୟର ୯ ଛାତ୍ରଛାତ୍ରୀ ଅସୁସ୍ଥ

The Sakala Picture
Published On

ଅନୁଗୁଳ: ଆଇରନ ବଟିକା ଖାଇ ୯ ଜଣ ଛାତ୍ରଛାତ୍ରୀ ଗୁରୁତର ହୋଇଛନ୍ତି। ଅନୁଗୁଳ ଜିଲ୍ଲା ଛେଳିଆପଡା ପଞ୍ଚାୟତ ଅନ୍ତର୍ଗତ ନୂଆଗାଁ ପ୍ରାଥମିକ ବିଦ୍ୟାଳୟର ୯ ଜଣ ଛାତ୍ରଛାତ୍ରୀ କୃମି ବଟିକା ଆଲବେଣ୍ଡାଯୋଲ ସହ ଫଲିକ ଏସିଡ ବଟିକା ଖାଇ ଅସୁସ୍ଥ ହୋଇଥିବା ଜଣାପଡିଛି । ସ୍କୁଲରେ ଏହି ବଟିକା ଖାଇବା ପରେ ୯ ଜଣ ଛାତ୍ରଛାତ୍ରୀଙ୍କ ମୁଣ୍ଡ ବୁଲାଇବା ସହ ବାନ୍ତି ହୋଇଥିଲା । ପ୍ରାଥମିକ ଚିକିତ୍ସା ପରେ ସନ୍ଧ୍ୟା ସୁଦ୍ଧା ଅସୁସ୍ଥତା ନ କମିବାରୁ ସେମାନଙ୍କ […]

ଅନୁଗୁଳ: ଆଇରନ ବଟିକା ଖାଇ ୯ ଜଣ ଛାତ୍ରଛାତ୍ରୀ ଗୁରୁତର ହୋଇଛନ୍ତି। ଅନୁଗୁଳ ଜିଲ୍ଲା ଛେଳିଆପଡା ପଞ୍ଚାୟତ ଅନ୍ତର୍ଗତ ନୂଆଗାଁ ପ୍ରାଥମିକ ବିଦ୍ୟାଳୟର ୯ ଜଣ ଛାତ୍ରଛାତ୍ରୀ କୃମି ବଟିକା ଆଲବେଣ୍ଡାଯୋଲ ସହ ଫଲିକ ଏସିଡ ବଟିକା ଖାଇ ଅସୁସ୍ଥ ହୋଇଥିବା ଜଣାପଡିଛି । ସ୍କୁଲରେ ଏହି ବଟିକା ଖାଇବା ପରେ ୯ ଜଣ ଛାତ୍ରଛାତ୍ରୀଙ୍କ ମୁଣ୍ଡ ବୁଲାଇବା ସହ ବାନ୍ତି ହୋଇଥିଲା । ପ୍ରାଥମିକ ଚିକିତ୍ସା ପରେ ସନ୍ଧ୍ୟା ସୁଦ୍ଧା ଅସୁସ୍ଥତା ନ କମିବାରୁ ସେମାନଙ୍କ ମଧ୍ୟରୁ ତିନି ଜଣ ଛାତ୍ର ଓ ଜଣେ ଛାତ୍ରୀଙ୍କୁ ଅନୁଗୁଳ ଡାକ୍ତରଖାନାରେ ପ୍ରଥମେ ଭ କରାଯାଇଥିଲା ଓ ପରେ ପାଞ୍ଚ ଜଣ ଛତ୍ରଛାତ୍ରୀଙ୍କୁ ମଧ୍ୟ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା। ସେମାନଙ୍କ ଅବସ୍ଥା ଏବେ ସ୍ଥିର ଅଛି । ମେଡିକାଲ କତ୍ତୃପକ୍ଷ କହିଛନ୍ତି କି, ଏଥିରେ ଭୟଭୀତ ହେବାର କିଛି ନାହିଁ, ପିଲାମାନଙ୍କ ଚିକିତ୍ସା କରାଯାଉଛି । ତେବେ ଏହି ଘଟଣାକୁ ନେଇ ଅଭିଭାବକମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।

ଆହୁରି ପଢ଼ନ୍ତୁ: ଫାଇଲିନ ଘରେ ଚାଲିଛି ମଦ ଦୋକାନ: କୃଷ୍ଣପ୍ରସାଦ ତହସିଲଦାରଙ୍କୁ ଘେରିଲେ ମହିଳା ସଂଘ

12 Sep 2022 By The Sakala

ଆଇରନ ବଟିକା ଖାଇ ବିଦ୍ୟାଳୟର ୯ ଛାତ୍ରଛାତ୍ରୀ ଅସୁସ୍ଥ

ଅନୁଗୁଳ: ଆଇରନ ବଟିକା ଖାଇ ୯ ଜଣ ଛାତ୍ରଛାତ୍ରୀ ଗୁରୁତର ହୋଇଛନ୍ତି। ଅନୁଗୁଳ ଜିଲ୍ଲା ଛେଳିଆପଡା ପଞ୍ଚାୟତ ଅନ୍ତର୍ଗତ ନୂଆଗାଁ ପ୍ରାଥମିକ ବିଦ୍ୟାଳୟର ୯ ଜଣ ଛାତ୍ରଛାତ୍ରୀ କୃମି ବଟିକା ଆଲବେଣ୍ଡାଯୋଲ ସହ ଫଲିକ ଏସିଡ ବଟିକା ଖାଇ ଅସୁସ୍ଥ ହୋଇଥିବା ଜଣାପଡିଛି । ସ୍କୁଲରେ ଏହି ବଟିକା ଖାଇବା ପରେ ୯ ଜଣ ଛାତ୍ରଛାତ୍ରୀଙ୍କ ମୁଣ୍ଡ ବୁଲାଇବା ସହ ବାନ୍ତି ହୋଇଥିଲା । ପ୍ରାଥମିକ ଚିକିତ୍ସା ପରେ ସନ୍ଧ୍ୟା ସୁଦ୍ଧା ଅସୁସ୍ଥତା ନ କମିବାରୁ ସେମାନଙ୍କ ମଧ୍ୟରୁ ତିନି ଜଣ ଛାତ୍ର ଓ ଜଣେ ଛାତ୍ରୀଙ୍କୁ ଅନୁଗୁଳ ଡାକ୍ତରଖାନାରେ ପ୍ରଥମେ ଭ କରାଯାଇଥିଲା ଓ ପରେ ପାଞ୍ଚ ଜଣ ଛତ୍ରଛାତ୍ରୀଙ୍କୁ ମଧ୍ୟ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା। ସେମାନଙ୍କ ଅବସ୍ଥା ଏବେ ସ୍ଥିର ଅଛି । ମେଡିକାଲ କତ୍ତୃପକ୍ଷ କହିଛନ୍ତି କି, ଏଥିରେ ଭୟଭୀତ ହେବାର କିଛି ନାହିଁ, ପିଲାମାନଙ୍କ ଚିକିତ୍ସା କରାଯାଉଛି । ତେବେ ଏହି ଘଟଣାକୁ ନେଇ ଅଭିଭାବକମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।

https://www.thesakala.in/latest-odisha-news/9-students-are-sick-after-taking-iron-tablets/article-14917
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର