ରାଜ୍ୟସଭା ନିର୍ବାଚନ: ଆଜି ନାମାଙ୍କନ ଦାଖଲ କରିବେ ବିଜେଡିର ୪ ପ୍ରାର୍ଥୀ

The Sakala Picture
Published On

ଭୁବନେଶ୍ୱର: ବିଜେଡି ପକ୍ଷରୁ ମନୋନୀତ ହୋଇଥିବା ୪ ଜଣ ରାଜ୍ୟସଭା ପ୍ରାର୍ଥୀ ଆଜି ନିଜ ନାମାଙ୍କନ ପତ୍ର ଦାଖଲ କରିବେ। ବିଧାନସଭା ସଚିବାଳୟରେ ରିଟର୍ଣ୍ଣିଂ ଅଫିସରଙ୍କ ପାଖରେ ବିଜେଡି ସାଂସଦ ପ୍ରାର୍ଥୀ ସୁଲତା ଦେଓ, ଡ. ସସ୍ମିତ ପାତ୍ର, ମାନସ ରଞ୍ଜନ ମଙ୍ଗରାଜ ଏବଂ ନିରଞ୍ଜନ ବିଶି ପ୍ରାର୍ଥୀପତ୍ର ଦାଖଲ କରିବେ ବୋଲି ଜଣାପଡ଼ିଛି। ଓଡ଼ିଶାର ୩ଟି ରାଜ୍ୟସଭା ଆସନ ପାଇଁ ନିର୍ବାଚନ ଲାଗି ଗତ ୨୪ ତାରିଖରୁ ନାମାଙ୍କନ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ମଇ […]

ଭୁବନେଶ୍ୱର: ବିଜେଡି ପକ୍ଷରୁ ମନୋନୀତ ହୋଇଥିବା ୪ ଜଣ ରାଜ୍ୟସଭା ପ୍ରାର୍ଥୀ ଆଜି ନିଜ ନାମାଙ୍କନ ପତ୍ର ଦାଖଲ କରିବେ। ବିଧାନସଭା ସଚିବାଳୟରେ ରିଟର୍ଣ୍ଣିଂ ଅଫିସରଙ୍କ ପାଖରେ ବିଜେଡି ସାଂସଦ ପ୍ରାର୍ଥୀ ସୁଲତା ଦେଓ, ଡ. ସସ୍ମିତ ପାତ୍ର, ମାନସ ରଞ୍ଜନ ମଙ୍ଗରାଜ ଏବଂ ନିରଞ୍ଜନ ବିଶି ପ୍ରାର୍ଥୀପତ୍ର ଦାଖଲ କରିବେ ବୋଲି ଜଣାପଡ଼ିଛି।

ଆହୁରି ପଢ଼ନ୍ତୁ: ଆସାମରେ ବାୟୁସେନାର ସୁଖୋଇ-୩୦ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ, ୨ ପାଇଲଟ୍ ଶହୀଦ

ଓଡ଼ିଶାର ୩ଟି ରାଜ୍ୟସଭା ଆସନ ପାଇଁ ନିର୍ବାଚନ ଲାଗି ଗତ ୨୪ ତାରିଖରୁ ନାମାଙ୍କନ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ମଇ ୩୧ ତାରିଖ ଏହାର ଶେଷ ତାରିଖ ରହିଛି। ସେହିପରି ଅନ୍ୟ ଗୋଟିଏ ଆସନ ପାଇଁ ହେବାକୁଥିବା ଉପନିର୍ବାଚନ ଲାଗି ଜୁନ୍‍ ୨ ତାରିଖ ନାମାଙ୍କନ ଶେଷ ତାରିଖ ରହିଛି। ସୁବାସ ସିଂଙ୍କ ଇସ୍ତଫା ପରେ ଖାଲି ହୋଇଥିବା ରାଜ୍ୟସଭା ଆସନର ଉପନିର୍ବାଚନ ପାଇଁ ପ୍ରାର୍ଥିପତ୍ର ଦାଖଲ କରିବେ ପଶ୍ଚିମ ଓଡ଼ିଶାର ଆଦିବାସୀ ନେତା ନିରଞ୍ଜନ ବିଶି । ତେବେ ବିଜେଡି ପକ୍ଷରୁ ଘୋଷିତ ସମସ୍ତ ୪ ଜଣ ପ୍ରାର୍ଥୀ ଆଜି ନାମାଙ୍କନ ପତ୍ର ଦାଖଲ କରିବେ ବୋଲି ଜଣାପଡ଼ିଛି। ତେବେ ଉପରୋକ୍ତ ୪ ଆସନରେ ବିଜୟ ଲାଭ କରିବା ପାଇଁ ଆବଶ୍ୟକୀୟ ସଂଖ୍ୟା ଶାସକ ଦଳ ବିଜେଡି ପାଖରେ ଥିବାରୁ ନିର୍ବାଚନ ଅନୁଷ୍ଠିତ ହେବାର ଆବଶ୍ୟକତା ପଡ଼ିବ ନାହିଁ ବୋଲି କୁହାଯାଉଛି।

ଆହୁରି ପଢ଼ନ୍ତୁ: ଭୁବନେଶ୍ୱରରେ ସ୍ତ୍ରୀକୁ ହତ୍ୟା ଅଭିଯୋଗରେ ସ୍ୱାମୀ ଗିରଫ: ହୋଲି ପୂର୍ବରୁ ଅଘଟଣ

31 May 2022 By The Sakala

ରାଜ୍ୟସଭା ନିର୍ବାଚନ: ଆଜି ନାମାଙ୍କନ ଦାଖଲ କରିବେ ବିଜେଡିର ୪ ପ୍ରାର୍ଥୀ

ଭୁବନେଶ୍ୱର: ବିଜେଡି ପକ୍ଷରୁ ମନୋନୀତ ହୋଇଥିବା ୪ ଜଣ ରାଜ୍ୟସଭା ପ୍ରାର୍ଥୀ ଆଜି ନିଜ ନାମାଙ୍କନ ପତ୍ର ଦାଖଲ କରିବେ। ବିଧାନସଭା ସଚିବାଳୟରେ ରିଟର୍ଣ୍ଣିଂ ଅଫିସରଙ୍କ ପାଖରେ ବିଜେଡି ସାଂସଦ ପ୍ରାର୍ଥୀ ସୁଲତା ଦେଓ, ଡ. ସସ୍ମିତ ପାତ୍ର, ମାନସ ରଞ୍ଜନ ମଙ୍ଗରାଜ ଏବଂ ନିରଞ୍ଜନ ବିଶି ପ୍ରାର୍ଥୀପତ୍ର ଦାଖଲ କରିବେ ବୋଲି ଜଣାପଡ଼ିଛି।

ଓଡ଼ିଶାର ୩ଟି ରାଜ୍ୟସଭା ଆସନ ପାଇଁ ନିର୍ବାଚନ ଲାଗି ଗତ ୨୪ ତାରିଖରୁ ନାମାଙ୍କନ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ମଇ ୩୧ ତାରିଖ ଏହାର ଶେଷ ତାରିଖ ରହିଛି। ସେହିପରି ଅନ୍ୟ ଗୋଟିଏ ଆସନ ପାଇଁ ହେବାକୁଥିବା ଉପନିର୍ବାଚନ ଲାଗି ଜୁନ୍‍ ୨ ତାରିଖ ନାମାଙ୍କନ ଶେଷ ତାରିଖ ରହିଛି। ସୁବାସ ସିଂଙ୍କ ଇସ୍ତଫା ପରେ ଖାଲି ହୋଇଥିବା ରାଜ୍ୟସଭା ଆସନର ଉପନିର୍ବାଚନ ପାଇଁ ପ୍ରାର୍ଥିପତ୍ର ଦାଖଲ କରିବେ ପଶ୍ଚିମ ଓଡ଼ିଶାର ଆଦିବାସୀ ନେତା ନିରଞ୍ଜନ ବିଶି । ତେବେ ବିଜେଡି ପକ୍ଷରୁ ଘୋଷିତ ସମସ୍ତ ୪ ଜଣ ପ୍ରାର୍ଥୀ ଆଜି ନାମାଙ୍କନ ପତ୍ର ଦାଖଲ କରିବେ ବୋଲି ଜଣାପଡ଼ିଛି। ତେବେ ଉପରୋକ୍ତ ୪ ଆସନରେ ବିଜୟ ଲାଭ କରିବା ପାଇଁ ଆବଶ୍ୟକୀୟ ସଂଖ୍ୟା ଶାସକ ଦଳ ବିଜେଡି ପାଖରେ ଥିବାରୁ ନିର୍ବାଚନ ଅନୁଷ୍ଠିତ ହେବାର ଆବଶ୍ୟକତା ପଡ଼ିବ ନାହିଁ ବୋଲି କୁହାଯାଉଛି।

https://www.thesakala.in/latest-odisha-news/four-bjd-candidates-will-file-nominations-for-rajya-sabha-today/article-12048
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର