ଭିନ୍ନ ଅନ୍ଦାଜରେ ଲୁଟ କରୁଛନ୍ତି ଲୁଟେରା: ତାଲା ଭାଙ୍ଗି ଚୋରି କଲେ, ପୁଣି ନୂଆ ତାଲା ପକାଇ ଫେରାର ହେଲେ

The Sakala Picture
Published On

ରାଉରକେଲା: ଲୁଟ କରିବା ନେଇ ଲୁଟେରାଙ୍କ ନୂଆ ଅନ୍ଦାଜ। ବନ୍ଦ ଘରୁ ତାଲା ଭାଙ୍ଗି ଚୋରି କରିବା ପରେ ନୂଆ ତାଲା ପକାଇ ଫେରାର । ଏମିତି ଅଭିନବ ଲୁଟ ଦେଖିବାକୁ ମିଳିଛି ରାଉରକେଲା ସେକ୍ଟର ୪ ଅଞ୍ଚଳରେ । ବନ୍ଦ ଥିବା ଘରୁ ତାଲା ଭାଙ୍ଗି ଘରର ସବୁ ମୂଲ୍ୟବାନ ସମ୍ପତି ଲୁଟି ନେବାପରେ ଲୁଟେରାମାନେ ଘରେ ନୂଆ ତାଲା ପକାଇ ଚମ୍ପଟ ମାରିଛନ୍ତି । ଘର ମାଲିକ ପହଞ୍ଚି ନୂଆ ତାଲା ପଡିଥିବାଦେଖି ପୁଲିସକୁ […]

ରାଉରକେଲା: ଲୁଟ କରିବା ନେଇ ଲୁଟେରାଙ୍କ ନୂଆ ଅନ୍ଦାଜ। ବନ୍ଦ ଘରୁ ତାଲା ଭାଙ୍ଗି ଚୋରି କରିବା ପରେ ନୂଆ ତାଲା ପକାଇ ଫେରାର । ଏମିତି ଅଭିନବ ଲୁଟ ଦେଖିବାକୁ ମିଳିଛି ରାଉରକେଲା ସେକ୍ଟର ୪ ଅଞ୍ଚଳରେ । ବନ୍ଦ ଥିବା ଘରୁ ତାଲା ଭାଙ୍ଗି ଘରର ସବୁ ମୂଲ୍ୟବାନ ସମ୍ପତି ଲୁଟି ନେବାପରେ ଲୁଟେରାମାନେ ଘରେ ନୂଆ ତାଲା ପକାଇ ଚମ୍ପଟ ମାରିଛନ୍ତି । ଘର ମାଲିକ ପହଞ୍ଚି ନୂଆ ତାଲା ପଡିଥିବାଦେଖି ପୁଲିସକୁ ଖବର ଦେବା ପରେ ପ୍ରକୃତ ଘଟଣା ପଦାକୁ ଆସିଥିଲା ।

ଆହୁରି ପଢ଼ନ୍ତୁ: ରାଜ୍ୟରେ ୪୬୦୭ ଡାକ୍ତର ପଦବୀ ଖାଲି: ବିଧାନସଭାରେ ଉଦବେଗଜନକ ତଥ୍ୟ ରଖିଲେ ସ୍ୱାସ୍ଥ୍ୟମନ୍ତ୍ରୀ

ସୂଚନା ଅନୁଯାୟୀ, ରାଉରକେଲା ସହରର ସେକ୍ଟର ୪ ସି- ୧୨ କ୍ବାର୍ଟର୍ସରେ ରୁହନ୍ତି RSP GMଗୈାତମ ଗାଙ୍ଗୁଲି । ଗତକାଲି ସେ ଘରକୁ ଫେରି ଦେଖନ୍ତିତ ଘରେ ନୂଆ ତାଲା ପଡିଛି । ସନ୍ଦେହ ହେବାରୁ ସେ ସେକ୍ଟର ୩ ଥାନାକୁ ଖବର ଦେଇଥିଲେ। ପୁଲିସ ତାଲା ଭାଙ୍ଗି ଘରେ ପଶିବା ପରେ ଘରୁ ଚୋରି ହୋଇଥିବା ଜାଣିବାକୁ ପାଇଥିଲା । ଲୁଟେରାମାନେ ପୁରୁଣା ତାଲା ଭାଙ୍ଗି ଘରର ମୂଲ୍ୟବାନ ସମ୍ପତି ଚୋରି କରିବା ପରେ ନୂଆ ତାଲା ପକାଇ ଫେରାର ହୋଇଯାଇଥିଲେ। ସାଇଣ୍ଟିଫିକ ଟିମ ସହ ସେକ୍ଟର ଥାନା ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

ଆହୁରି ପଢ଼ନ୍ତୁ: ଫୁଲନଖରାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ହାଇୱା ଧକ୍କାରେ ୩ ବାଇକ୍ ଆରୋହୀ ମୃତ

03 May 2022 By The Sakala

ଭିନ୍ନ ଅନ୍ଦାଜରେ ଲୁଟ କରୁଛନ୍ତି ଲୁଟେରା: ତାଲା ଭାଙ୍ଗି ଚୋରି କଲେ, ପୁଣି ନୂଆ ତାଲା ପକାଇ ଫେରାର ହେଲେ

ରାଉରକେଲା: ଲୁଟ କରିବା ନେଇ ଲୁଟେରାଙ୍କ ନୂଆ ଅନ୍ଦାଜ। ବନ୍ଦ ଘରୁ ତାଲା ଭାଙ୍ଗି ଚୋରି କରିବା ପରେ ନୂଆ ତାଲା ପକାଇ ଫେରାର । ଏମିତି ଅଭିନବ ଲୁଟ ଦେଖିବାକୁ ମିଳିଛି ରାଉରକେଲା ସେକ୍ଟର ୪ ଅଞ୍ଚଳରେ । ବନ୍ଦ ଥିବା ଘରୁ ତାଲା ଭାଙ୍ଗି ଘରର ସବୁ ମୂଲ୍ୟବାନ ସମ୍ପତି ଲୁଟି ନେବାପରେ ଲୁଟେରାମାନେ ଘରେ ନୂଆ ତାଲା ପକାଇ ଚମ୍ପଟ ମାରିଛନ୍ତି । ଘର ମାଲିକ ପହଞ୍ଚି ନୂଆ ତାଲା ପଡିଥିବାଦେଖି ପୁଲିସକୁ ଖବର ଦେବା ପରେ ପ୍ରକୃତ ଘଟଣା ପଦାକୁ ଆସିଥିଲା ।

ସୂଚନା ଅନୁଯାୟୀ, ରାଉରକେଲା ସହରର ସେକ୍ଟର ୪ ସି- ୧୨ କ୍ବାର୍ଟର୍ସରେ ରୁହନ୍ତି RSP GMଗୈାତମ ଗାଙ୍ଗୁଲି । ଗତକାଲି ସେ ଘରକୁ ଫେରି ଦେଖନ୍ତିତ ଘରେ ନୂଆ ତାଲା ପଡିଛି । ସନ୍ଦେହ ହେବାରୁ ସେ ସେକ୍ଟର ୩ ଥାନାକୁ ଖବର ଦେଇଥିଲେ। ପୁଲିସ ତାଲା ଭାଙ୍ଗି ଘରେ ପଶିବା ପରେ ଘରୁ ଚୋରି ହୋଇଥିବା ଜାଣିବାକୁ ପାଇଥିଲା । ଲୁଟେରାମାନେ ପୁରୁଣା ତାଲା ଭାଙ୍ଗି ଘରର ମୂଲ୍ୟବାନ ସମ୍ପତି ଚୋରି କରିବା ପରେ ନୂଆ ତାଲା ପକାଇ ଫେରାର ହୋଇଯାଇଥିଲେ। ସାଇଣ୍ଟିଫିକ ଟିମ ସହ ସେକ୍ଟର ଥାନା ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

https://www.thesakala.in/latest-odisha-news/a-loot-case-in-rourkela/article-11261
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର