ରାଜ୍ଯରେ ବଢୁଛି ତାତି: ସମ୍ବଲପୁର ସବୁଠୁ ତତଲା

The Sakala Picture
Published On

ଭୁବନେଶ୍ୱର: ରାଜ୍ଯରେ ଧୀରେ ଧୀରେ ଗ୍ରୀଷ୍ମ ପ୍ରବାହ ବୃଦ୍ଧି ପାଇବାରେ ଲାଗିଛି। ଆଜି ରାଜ୍ୟର ୭ଟି ସହରର ଦିନର ତାପମାତ୍ରା ୪୦ ଡିଗ୍ରୀ ସେଲ୍‌ସିୟସ ବା ତା’ଠୁ ଅଧିକ ରେକର୍ଡ କରାଯାଇଛି।  ସମ୍ବଲପୁରରେ ସର୍ବାଧିକ ତାପମାତ୍ରା ୪୦.୮ ଡିଗ୍ରୀ ସେଲ୍‌ସିୟସ ରେକର୍ଡ କରାଯାଇଛି। ସେହିପରି ବୌଦ୍ଧରେ ତାପମାତ୍ରା ୪୦.୫ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ବଲାଙ୍ଗିରରେ ୪୦.୪, ଝାରସୁଗୁଡ଼ାରେ ୪୦.୪ ଓ ହୀରାକୁଦରେ ୪୦.୪ ଡିଗ୍ରୀ ରେକର୍ଡ କରାଯାଇଛି। ବାରିପଦା ଓ ତାଳଚେରରେ ଆଜି ତାପମାତ୍ରା ୪୦ […]

ଭୁବନେଶ୍ୱର: ରାଜ୍ଯରେ ଧୀରେ ଧୀରେ ଗ୍ରୀଷ୍ମ ପ୍ରବାହ ବୃଦ୍ଧି ପାଇବାରେ ଲାଗିଛି। ଆଜି ରାଜ୍ୟର ୭ଟି ସହରର ଦିନର ତାପମାତ୍ରା ୪୦ ଡିଗ୍ରୀ ସେଲ୍‌ସିୟସ ବା ତା’ଠୁ ଅଧିକ ରେକର୍ଡ କରାଯାଇଛି।  ସମ୍ବଲପୁରରେ ସର୍ବାଧିକ ତାପମାତ୍ରା ୪୦.୮ ଡିଗ୍ରୀ ସେଲ୍‌ସିୟସ ରେକର୍ଡ କରାଯାଇଛି। ସେହିପରି ବୌଦ୍ଧରେ ତାପମାତ୍ରା ୪୦.୫ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ବଲାଙ୍ଗିରରେ ୪୦.୪, ଝାରସୁଗୁଡ଼ାରେ ୪୦.୪ ଓ ହୀରାକୁଦରେ ୪୦.୪ ଡିଗ୍ରୀ ରେକର୍ଡ କରାଯାଇଛି। ବାରିପଦା ଓ ତାଳଚେରରେ ଆଜି ତାପମାତ୍ରା ୪୦ ଡିଗ୍ରୀ ରହିଥିଲା। କଟକରେ ତାପମାତ୍ର ୩୭.୪ ଡିଗ୍ରୀ ରହିଥିବା ବେଳେ ଭୁବନେଶ୍ୱରରେ ୪୦.୮ ଡିଗ୍ରୀ ରହିଥିଲା।

ଆହୁରି ପଢ଼ନ୍ତୁ: କ୍ଲାସ ରୁମରୁ କଣ୍ଟ୍ରୋଲ ରୁମ୍: ଲାଞ୍ଜିଗଡରେ ମହିଳାଙ୍କୁ ସଶକ୍ତ କରୁଛି ବେଦାନ୍ତ ଆଲୁମିନିୟମ, ଉଦାହରଣ ସାଜିଛନ୍ତି ପ୍ରିୟଙ୍କା

27 Mar 2022 By The Sakala

ରାଜ୍ଯରେ ବଢୁଛି ତାତି: ସମ୍ବଲପୁର ସବୁଠୁ ତତଲା

ଭୁବନେଶ୍ୱର: ରାଜ୍ଯରେ ଧୀରେ ଧୀରେ ଗ୍ରୀଷ୍ମ ପ୍ରବାହ ବୃଦ୍ଧି ପାଇବାରେ ଲାଗିଛି। ଆଜି ରାଜ୍ୟର ୭ଟି ସହରର ଦିନର ତାପମାତ୍ରା ୪୦ ଡିଗ୍ରୀ ସେଲ୍‌ସିୟସ ବା ତା’ଠୁ ଅଧିକ ରେକର୍ଡ କରାଯାଇଛି।  ସମ୍ବଲପୁରରେ ସର୍ବାଧିକ ତାପମାତ୍ରା ୪୦.୮ ଡିଗ୍ରୀ ସେଲ୍‌ସିୟସ ରେକର୍ଡ କରାଯାଇଛି। ସେହିପରି ବୌଦ୍ଧରେ ତାପମାତ୍ରା ୪୦.୫ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ବଲାଙ୍ଗିରରେ ୪୦.୪, ଝାରସୁଗୁଡ଼ାରେ ୪୦.୪ ଓ ହୀରାକୁଦରେ ୪୦.୪ ଡିଗ୍ରୀ ରେକର୍ଡ କରାଯାଇଛି। ବାରିପଦା ଓ ତାଳଚେରରେ ଆଜି ତାପମାତ୍ରା ୪୦ ଡିଗ୍ରୀ ରହିଥିଲା। କଟକରେ ତାପମାତ୍ର ୩୭.୪ ଡିଗ୍ରୀ ରହିଥିବା ବେଳେ ଭୁବନେଶ୍ୱରରେ ୪୦.୮ ଡିଗ୍ରୀ ରହିଥିଲା।

https://www.thesakala.in/latest-odisha-news/temperatures-rise-7-cities-above-40-degrees/article-10302
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର