ପୁଅର ମାଡ଼ରେ ମାର ମୃତ୍ୟୁ, ଅଭିଯୁକ୍ତ ଅଟକ

ଅନୁଗୁଳ: ଜନ୍ମ କଲା ମା’କୁ ହତ୍ୟା କଲା ପୁଅ। ମା’କୁ ପିଟି ପିଟି ମାରିଦେଇଥିଲା। ହତ୍ୟାକାରୀ ପୁଅକୁ ପୁଲିସ ଅଟକ ରଖି ପଚରାଉଚରା ଜାରି ରଖିଥିବା ସୂଚନା ମିଳିଛି। ଅନୁଗୁଳ ଜିଲାର ଜରାପଡ଼ା ଥାନା ଅନ୍ତର୍ଗତ ପରାଗାଁରେ ଏହି ହତ୍ୟାକାଣ୍ଡ ଘଟିଛି। ମା’କୁ ପିଟି ପିଟି ପୁଅ ମାରିଦେଇଛି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ ସହ ତଦନ୍ତ ଆରମ୍ଭ କରିଛି। ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ରହିଥିବାବେଳେ ଅଭିଯୁକ୍ତ ପୁଅକୁ ଅଟକ ରଖି ପଚରାରଚରା […]

ଅନୁଗୁଳ: ଜନ୍ମ କଲା ମା’କୁ ହତ୍ୟା କଲା ପୁଅ। ମା’କୁ ପିଟି ପିଟି ମାରିଦେଇଥିଲା। ହତ୍ୟାକାରୀ ପୁଅକୁ ପୁଲିସ ଅଟକ ରଖି ପଚରାଉଚରା ଜାରି ରଖିଥିବା ସୂଚନା ମିଳିଛି। ଅନୁଗୁଳ ଜିଲାର ଜରାପଡ଼ା ଥାନା ଅନ୍ତର୍ଗତ ପରାଗାଁରେ ଏହି ହତ୍ୟାକାଣ୍ଡ ଘଟିଛି। ମା’କୁ ପିଟି ପିଟି ପୁଅ ମାରିଦେଇଛି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ ସହ ତଦନ୍ତ ଆରମ୍ଭ କରିଛି। ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ରହିଥିବାବେଳେ ଅଭିଯୁକ୍ତ ପୁଅକୁ ଅଟକ ରଖି ପଚରାରଚରା ଜାରି ରଖିଥିବା ଜଣାପଡ଼ିଛି।

About The Author: The Sakala