ଘରେ ଶୋଇଥିବା ଅବସ୍ଥାରେ ଯୁବକକୁ କଚାଡି ମାରିଲା ଦନ୍ତା ହାତୀ

The Sakala Picture
Published On

ପାଳଲହଡା: ଅନଗୁଳ ଜିଲ୍ଲା ପାଳଲହଡା ଥାନା ଅଧୀନ ପାଳଲହଡା ବନାଞ୍ଚଳ ଅନ୍ତର୍ଗତ ପେଚାମୁଣ୍ଡି ଗ୍ରାମରେ ବିଳମ୍ବିତ ରାତିରେ ଘର ବାରଣ୍ଡାରେ ଶୋଇଥିବାବେଳେ ଯୁବକକୁ ଟେକିନେଇ କଚାଡି ମାରିଲା ଦନ୍ତା ହାତୀ । ସୂଚନା ଅନୁଯାୟୀ, ପେଚାମୁଣ୍ଡି ଗ୍ରାମର ପବିତ୍ର ନାଏକ ଖାଇ ପିଇ ସାରି ଘରେ ସୋଇଥିଲେ । ପରେ ଅତ୍ୟଧିକ ଗରମ ହେବାରୁ ସେ ବାରଣ୍ଡାରେ ଖଟ ପକେଇ ସୋଇଥିଲେ । ତେବେ ବିଳମ୍ବିତ ରାତିରେ ପାଖ ଜଙ୍ଗଲରୁ ଏକ ଦନ୍ତା ହାତୀ ଆସି ତାଙ୍କୁ […]

ପାଳଲହଡା: ଅନଗୁଳ ଜିଲ୍ଲା ପାଳଲହଡା ଥାନା ଅଧୀନ ପାଳଲହଡା ବନାଞ୍ଚଳ ଅନ୍ତର୍ଗତ ପେଚାମୁଣ୍ଡି ଗ୍ରାମରେ ବିଳମ୍ବିତ ରାତିରେ ଘର ବାରଣ୍ଡାରେ ଶୋଇଥିବାବେଳେ ଯୁବକକୁ ଟେକିନେଇ କଚାଡି ମାରିଲା ଦନ୍ତା ହାତୀ । ସୂଚନା ଅନୁଯାୟୀ, ପେଚାମୁଣ୍ଡି ଗ୍ରାମର ପବିତ୍ର ନାଏକ ଖାଇ ପିଇ ସାରି ଘରେ ସୋଇଥିଲେ । ପରେ ଅତ୍ୟଧିକ ଗରମ ହେବାରୁ ସେ ବାରଣ୍ଡାରେ ଖଟ ପକେଇ ସୋଇଥିଲେ । ତେବେ ବିଳମ୍ବିତ ରାତିରେ ପାଖ ଜଙ୍ଗଲରୁ ଏକ ଦନ୍ତା ହାତୀ ଆସି ତାଙ୍କୁ ଶୋଇଥିବା ଅବସ୍ଥାରେ ଟେକି ନେଇ କଚାଡି ଦେଇଥିଲା ଏବଂ ପାଦରେ ଦଳି ଦେଇଥିଲା । ଯାହାଫଳରେ ଘଟଣା ସ୍ଥଳରେ ପବିତ୍ରଙ୍କର ମୃତ୍ୟୁ ଘଟିଥିଲା । ପରିବାର ଲୋକେ ଏ ନେଇ ବନ ବିଭାଗକୁ ଖବର ଦେବା ପରେ ବନବିଭାଗ ଓ ପାଳଲହଡା ପୋଲିସର ଘଟଣା ସ୍ଥଳରେ ପହଁଚି ତଦନ୍ତ ଜାରି ରଖିଛି ।

ଆହୁରି ପଢ଼ନ୍ତୁ: ଏଣିକି ଯୋଜନା ବୋର୍ଡ ବଦଳରେ ହେବ SITI ଓଡ଼ିଶା, ସରକାରଙ୍କ ଥିଙ୍କ ଟ୍ୟାଙ୍କ ଭାବରେ କାର୍ଯ୍ୟ କରିବ

16 Jun 2023 By The Sakala

ଘରେ ଶୋଇଥିବା ଅବସ୍ଥାରେ ଯୁବକକୁ କଚାଡି ମାରିଲା ଦନ୍ତା ହାତୀ

ପାଳଲହଡା: ଅନଗୁଳ ଜିଲ୍ଲା ପାଳଲହଡା ଥାନା ଅଧୀନ ପାଳଲହଡା ବନାଞ୍ଚଳ ଅନ୍ତର୍ଗତ ପେଚାମୁଣ୍ଡି ଗ୍ରାମରେ ବିଳମ୍ବିତ ରାତିରେ ଘର ବାରଣ୍ଡାରେ ଶୋଇଥିବାବେଳେ ଯୁବକକୁ ଟେକିନେଇ କଚାଡି ମାରିଲା ଦନ୍ତା ହାତୀ । ସୂଚନା ଅନୁଯାୟୀ, ପେଚାମୁଣ୍ଡି ଗ୍ରାମର ପବିତ୍ର ନାଏକ ଖାଇ ପିଇ ସାରି ଘରେ ସୋଇଥିଲେ । ପରେ ଅତ୍ୟଧିକ ଗରମ ହେବାରୁ ସେ ବାରଣ୍ଡାରେ ଖଟ ପକେଇ ସୋଇଥିଲେ । ତେବେ ବିଳମ୍ବିତ ରାତିରେ ପାଖ ଜଙ୍ଗଲରୁ ଏକ ଦନ୍ତା ହାତୀ ଆସି ତାଙ୍କୁ ଶୋଇଥିବା ଅବସ୍ଥାରେ ଟେକି ନେଇ କଚାଡି ଦେଇଥିଲା ଏବଂ ପାଦରେ ଦଳି ଦେଇଥିଲା । ଯାହାଫଳରେ ଘଟଣା ସ୍ଥଳରେ ପବିତ୍ରଙ୍କର ମୃତ୍ୟୁ ଘଟିଥିଲା । ପରିବାର ଲୋକେ ଏ ନେଇ ବନ ବିଭାଗକୁ ଖବର ଦେବା ପରେ ବନବିଭାଗ ଓ ପାଳଲହଡା ପୋଲିସର ଘଟଣା ସ୍ଥଳରେ ପହଁଚି ତଦନ୍ତ ଜାରି ରଖିଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର