ଅନୁଗୁଳ: ଅନଗୁଳ ଜିଲ୍ଲା ସାତକୋଶିଆ ଗଣ୍ଡ ନିକଟ ଟିକରପଡା ଗାଁରେ ଅଘଟଣ । ୮ ବର୍ଷର ବାଳକକୁ ମହାନଦୀକୁ ଟାଣିନେଲା କୁମ୍ଭୀର। ମହାନଦୀକୁ ଶୌଚ ପାଇଁ ଯାଇଥିବା ବେଳେ କୁମ୍ଭୀର ଆକ୍ରମଣରେ ନାବାଳକର ମୃତ୍ୟୁ ଘଟିଛି। ମୃତ ନାବାଳକ ଟିକରପଡା ଘାଟସାହିର ସମିର ନାଏକ ବୋଲି ଜଣା ପଡ଼ିଛି। ପରେ ମହାନଦୀରୁ ଉକ୍ତ ବାଳକର ମୃତଦେହ ଉଦ୍ଧାର କରିଛନ୍ତି ସ୍ଥାନୀୟଲୋକେ।
୮ ବର୍ଷର ବାଳକକୁ ଟାଣିନେଲା କୁମ୍ଭୀର