ଭୁବନେଶ୍ଵର: ଆଜି ଅପରାହ୍ନ ୫ଟାରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ। ବୈଠକରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ଆଜି ମୋହର ବାଜିପାରେ । ମୋଟ ୧୪ଟି ପ୍ରସ୍ତାବ ଉପରେ ଆଲୋଚନା ହେବାର ସମ୍ଭାବନା ରହିଛି। ବୈଠକରେ ରାଜ୍ୟରେ ଭିତ୍ତିଭୂମିର ବିକାଶ, କ୍ରୀଡା ଭିତ୍ତିଭୂମିର ଉନ୍ନୟନ ଓ କ୍ୟାଡର ରୁଲ୍ ସଂଶୋଧନ ସମ୍ପର୍କିତ ପ୍ରସ୍ତାବ ଆସିପାରେ। କରୋନା କଟକଣା କାରଣରୁ ଭର୍ଚୁଆଲରେ ବୈଠକ ଅନୁଷ୍ଠିତ ହେବ। ନବୀନ ନିବାସରୁ ମୁଖ୍ୟମନ୍ତ୍ରୀ ଭର୍ଚୁଆଲରେ ବୈଠକ ସହିତ ଯୋଡି ହେବେ। ଏହାସହ ଯେଉଁ ମନ୍ତ୍ରୀମାନେ ଜିଲ୍ଲାଗସ୍ତରେ ଅଛନ୍ତି, ସେମାନେ ଜିଲ୍ଲାସ୍ତରରୁ ହିଁ ଯୋଡି ହେବାର ସୁବିଧା କରାଯାଇଛି।
ଆଜି ଅପରାହ୍ନ ୫ଟାରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ
ଭୁବନେଶ୍ଵର: ଆଜି ଅପରାହ୍ନ ୫ଟାରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ। ବୈଠକରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ଆଜି ମୋହର ବାଜିପାରେ । ମୋଟ ୧୪ଟି ପ୍ରସ୍ତାବ ଉପରେ ଆଲୋଚନା ହେବାର ସମ୍ଭାବନା ରହିଛି। ବୈଠକରେ ରାଜ୍ୟରେ ଭିତ୍ତିଭୂମିର ବିକାଶ, କ୍ରୀଡା ଭିତ୍ତିଭୂମିର ଉନ୍ନୟନ ଓ କ୍ୟାଡର ରୁଲ୍ ସଂଶୋଧନ ସମ୍ପର୍କିତ ପ୍ରସ୍ତାବ ଆସିପାରେ। କରୋନା କଟକଣା କାରଣରୁ ଭର୍ଚୁଆଲରେ ବୈଠକ ଅନୁଷ୍ଠିତ ହେବ। ନବୀନ ନିବାସରୁ ମୁଖ୍ୟମନ୍ତ୍ରୀ ଭର୍ଚୁଆଲରେ ବୈଠକ ସହିତ ଯୋଡି […]